ସାପ, ଏଣ୍ଡୁଅ ସହ ଭିଡ଼ିଓ କରି ୟୁଟ୍ୟୁବର ଗିରଫ

ସରୀସୃପ ବନ୍ୟପ୍ରାଣୀକୁ ଧରି ବିଭିନ୍ନ ସମୟରେ ନିଜର ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ପୋଷ୍ଟ କରି ମଜା ନେଉଥିବା ଯୁବକକୁ ଗିରଫ କରିଛି ସମ୍ବଲପୁର ସଦର, ଯୁଯୁମୁରା ରେଞ୍ଜର ବନ ବିଭାଗ। ଧମା ଥାନା, କରନଝୁଲା ଗାଁର ରାମଚନ୍ଦ୍ର ରଣା ନାମକ ଜଣେ ଯୁବକ ନିଜ ନାଁରେ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲି ସେଥିରେ ନିଜେ ଧରୁଥିବା ବିଭିନ୍ନ ପ୍ରଜାତିର ସରୀସୃପ ବନ୍ୟପ୍ରାଣୀକୁ ନେଇ ୟୁଟ୍ୟୁବ ଚ୍ୟାନେଲ ପ୍ରସାରଣ କରୁଥିଲା। ଏପରି ଏକ ଅପରାଧ ସୂଚନା ପାଇ ସମ୍ବଲପୁର […]

youtuber

youtuber

Debendra Prusty
  • Published: Wednesday, 24 August 2022
  • Updated: 24 August 2022, 11:36 AM IST

ସରୀସୃପ ବନ୍ୟପ୍ରାଣୀକୁ ଧରି ବିଭିନ୍ନ ସମୟରେ ନିଜର ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ପୋଷ୍ଟ କରି ମଜା ନେଉଥିବା ଯୁବକକୁ ଗିରଫ କରିଛି ସମ୍ବଲପୁର ସଦର, ଯୁଯୁମୁରା ରେଞ୍ଜର ବନ ବିଭାଗ। ଧମା ଥାନା, କରନଝୁଲା ଗାଁର ରାମଚନ୍ଦ୍ର ରଣା ନାମକ ଜଣେ ଯୁବକ ନିଜ ନାଁରେ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲି ସେଥିରେ ନିଜେ ଧରୁଥିବା ବିଭିନ୍ନ ପ୍ରଜାତିର ସରୀସୃପ ବନ୍ୟପ୍ରାଣୀକୁ ନେଇ ୟୁଟ୍ୟୁବ ଚ୍ୟାନେଲ ପ୍ରସାରଣ କରୁଥିଲା। ଏପରି ଏକ ଅପରାଧ ସୂଚନା ପାଇ ସମ୍ବଲପୁର ଏସିଏଫଙ୍କ ନେତୃତ୍ୱରେ ଏକ ଟିମ୍ କରନଝୁଲି ଗାଁକୁ ଯାଇ ରାମଚନ୍ଦ୍ରକୁ ଗିରଫ କରିଥିଲେ। ତାଙ୍କ ଘରୁ ଗୋଟିଏ ଚିତି ସାପ, ୨ଟି ନାଗ ସାପ, ୪ଟି ତେନ୍ତିଳିଆ ନାଗ ସାପ, ୪ଟି ବହୁରୂପୀ ଏଣ୍ଡୁଅକୁ ଜବତ କରିଛି ବନବିଭାଗ।

https://youtu.be/ej_5oDLifsI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story