ସିସୋର ମାମଲାରେ ଆଇଏଏସ୍ ପରାଗ ଗୁପ୍ତା ଓ ଅବସରପ୍ରାପ୍ତ ଆଇଏଏସ୍ ସଂଗ୍ରାମ କେଶରୀ ରାୟଙ୍କୁ CBI ର ନୋଟିସ୍; ଜୁଲାଇ ୨ ତାରିଖରେ ହାଜର ହେବାକୁ ନୋଟିସ୍, ସିସୋର ଚିଟ୍‌ଫଣ୍ଡ ଠକେଇ ବେଳେ ପରାଗ ପର୍ଯ୍ୟଟନ ବିଭାଗ ସଚିବ ଥିଲେ,ସଂଗ୍ରାମ ଓଟିଡିସି ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ

Previous ArticleNext Article

Send this to a friend