ଉଦଳା: ଗହଣା ଦୋକାନରୁ ଲୁଟ୍‌

ଉଦଳା: ଉଦଳା ଘୁରୁଣାପାଣି ଛକରେ ଥିବା ହରପ୍ରିୟା ଗହଣା ଦୋକାନରୁ ଆଜି ଲୁଟ୍‌ ହୋଇଛି। ଅଭିଯୋଗ ହେବା ପରେ ଖୁଣ୍ଟା ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଆଜି ଅପରାହ୍ନ ୧୧ ବେଳେ ଦୋକାନ ମାଲିକ ଗହଣା ଭର୍ତ୍ତି ବ୍ୟାଗକୁ ଟେବୁଲ ଉପରେ ରଖି ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ବ୍ୟାଗ ଧରି ଚମ୍ପଟ ମାରିଥିଲେ। ବ୍ୟାଗରେ ୨୫୦ ଗ୍ରାମ ସୁନା ଓ ୪ କେଜି ରୁପା ଥିବା ଦୋକାନୀ ଅଭିଯୋଗ […]

loot-udala

loot-udala

Rakesh Mallick
  • Published: Tuesday, 20 December 2016
  • Updated: 20 December 2016, 06:00 PM IST

Sports

Latest News

ଉଦଳା: ଉଦଳା ଘୁରୁଣାପାଣି ଛକରେ ଥିବା ହରପ୍ରିୟା ଗହଣା ଦୋକାନରୁ ଆଜି ଲୁଟ୍‌ ହୋଇଛି। ଅଭିଯୋଗ ହେବା ପରେ ଖୁଣ୍ଟା ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଆଜି ଅପରାହ୍ନ ୧୧ ବେଳେ ଦୋକାନ ମାଲିକ ଗହଣା ଭର୍ତ୍ତି ବ୍ୟାଗକୁ ଟେବୁଲ ଉପରେ ରଖି ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ବ୍ୟାଗ ଧରି ଚମ୍ପଟ ମାରିଥିଲେ। ବ୍ୟାଗରେ ୨୫୦ ଗ୍ରାମ ସୁନା ଓ ୪ କେଜି ରୁପା ଥିବା ଦୋକାନୀ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story