କ୍ଲବ୍‌ ପଛପାଖକୁ ଡାକି ନେଇ....

ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ବିକୃତ ମାନସିକତା। ୯ ବର୍ଷର ମାନସିକ ବିକୃତ ନାବାଳିକାଙ୍କୁ ବି ଛାଡ଼ିଲେ ନାହିଁ। ଘରେ ଛାଡ଼ି ଦେବାର ବାହାନା କରି ଏହି ଭିନ୍ନକ୍ଷମ ନାବାଳିବାଙ୍କୁ ୬୦ ବର୍ଷର ବୃଦ୍ଧ କ୍ଲବ ପଛ ଜଙ୍ଗଲକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଘଟଣା ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଘଟିଛି। ନାବାଳିକା ଜଣଙ୍କ ବଡ଼ବାପାଙ୍କ ସହିତ ତାଙ୍କ ଘରକୁ ଯାଇଥିଲେ। ସେଠାରୁ ନାବାଳିକା ଜଣଙ୍କ ନିଜ ଘରକୁ ଫେରୁଥିବା […]

minor girl raped

minor girl raped

Rakesh Mallick
  • Published: Tuesday, 08 May 2018
  • Updated: 08 May 2018, 07:52 PM IST

Sports

Latest News

ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ବିକୃତ ମାନସିକତା। ୯ ବର୍ଷର ମାନସିକ ବିକୃତ ନାବାଳିକାଙ୍କୁ ବି ଛାଡ଼ିଲେ ନାହିଁ। ଘରେ ଛାଡ଼ି ଦେବାର ବାହାନା କରି ଏହି ଭିନ୍ନକ୍ଷମ ନାବାଳିବାଙ୍କୁ ୬୦ ବର୍ଷର ବୃଦ୍ଧ କ୍ଲବ ପଛ ଜଙ୍ଗଲକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଘଟଣା ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଘଟିଛି।

ନାବାଳିକା ଜଣଙ୍କ ବଡ଼ବାପାଙ୍କ ସହିତ ତାଙ୍କ ଘରକୁ ଯାଇଥିଲେ। ସେଠାରୁ ନାବାଳିକା ଜଣଙ୍କ ନିଜ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତଙ୍କ ଘର ପାଖରେ ସେ ଅଟକି ଥିଲେ। ପରେ ଅଭିଯୁକ୍ତ ନାବାଳିକାଙ୍କୁ ତାଙ୍କ ଘରକୁ ଛାଡ଼ିବାକୁ ଯାଇଥିଲା। ତେବେ ରାସ୍ତାରେ ଏକ କ୍ଲବ ପଛ ଜଙ୍ଗଲକୁ ନାବାଳିକାଙ୍କୁ ନେଇଯାଇ ସେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସେହି ଜଙ୍ଗଲକୁ ଗାଁର ଜଣେ ଯୁବତୀ ଶୌଚ କରିବାକୁ ଯାଇଥିବା ବେଳେ ଏପରି ଦୃଶ୍ୟ ଦେଖି ଚିତ୍କାର କରିଥିଲେ। ଏହା ପରେ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲା।

ଏନେଇ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ନାବାଳିକାଙ୍କ ଡାକ୍ତରୀମାଇନା କରାଯିବ ବୋଲି ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story