ଭଦ୍ରକରୁ ଆମେରିକା, ବିଦେଶ ଯିବ ଅପରାଜିତା

ଭଦ୍ରକ(ଓଡିଶା ରିପୋର୍ଟର): ଅପରାଜିତା ଆଜିଠୁ ନୂଆ ନାଁ ପାଇଲା। ଏଣିକି ଲୋକେ ତାକୁ ଚିହ୍ନିବେ ଅପରାଜିତା ସ୍ପୋଡ଼ା ଭାବେ। ଭଦ୍ରକକୁ ଟା ଟା କରି ସେ ଚାଲିଯିବ ତା ଭାଗ୍ୟକୁ ଆଦରି। ତାକୁ ପର କରିଦେବାର ଦୁଃଖରେ ବାତ୍ସଲ୍ୟ ଅନୁଷ୍ଠାନର ଅନ୍ତେବାସୀଙ୍କ ଆଖିରେ ଲୁହ। ହେଲେ ମନେମନେ ସମସ୍ତେ ତାକୁ ଆଶୀର୍ବାଦ କରୁଥାନ୍ତି। ଅପରାଜିତାର ଭଲ ପାଇଁ ସେମାନେ ନିଜ ମମତାକୁ ଉତ୍ସର୍ଗ କରିଛନ୍ତି। ଅପରାଜିତା ଭଲରେ ବଡ଼ ହୋଇ ଭଲ ମଣିଷଟିଏ ହେଉ, ସେଇ ଆଶାରେ […]

ftt

ftt

Rakesh Mallick
  • Published: Friday, 06 July 2018
  • Updated: 06 July 2018, 10:55 PM IST

Sports

Latest News

ଭଦ୍ରକ(ଓଡିଶା ରିପୋର୍ଟର): ଅପରାଜିତା ଆଜିଠୁ ନୂଆ ନାଁ ପାଇଲା। ଏଣିକି ଲୋକେ ତାକୁ ଚିହ୍ନିବେ ଅପରାଜିତା ସ୍ପୋଡ଼ା ଭାବେ। ଭଦ୍ରକକୁ ଟା ଟା କରି ସେ ଚାଲିଯିବ ତା ଭାଗ୍ୟକୁ ଆଦରି। ତାକୁ ପର କରିଦେବାର ଦୁଃଖରେ ବାତ୍ସଲ୍ୟ ଅନୁଷ୍ଠାନର ଅନ୍ତେବାସୀଙ୍କ ଆଖିରେ ଲୁହ। ହେଲେ ମନେମନେ ସମସ୍ତେ ତାକୁ ଆଶୀର୍ବାଦ କରୁଥାନ୍ତି। ଅପରାଜିତାର ଭଲ ପାଇଁ ସେମାନେ ନିଜ ମମତାକୁ ଉତ୍ସର୍ଗ କରିଛନ୍ତି। ଅପରାଜିତା ଭଲରେ ବଡ଼ ହୋଇ ଭଲ ମଣିଷଟିଏ ହେଉ, ସେଇ ଆଶାରେ ସମସ୍ତ ମୋହ ମାୟା ତୁଟାଇ ଅପରାଜିତାକୁ ଟେକି ଦେଇଛନ୍ତି ବିଦେଶୀ ଦମ୍ପତିଙ୍କ ହାତରେ। ଆଜିଠୁ ମେରିଡିଥ୍ କାୟେ ସ୍ପୋଡ଼ା ହେଲେ ଅପରାଜିତାର ନୂଆ ବାପା ଓ ମାଥେ ସ୍ପୋଡ଼ା ହେଲେ ନୂଆ ମା’।

ଏବେ ଆପଣ ଭାବୁଥିବେ କିଏ ସେ ଅପରାଜିତା, ଯାହା ସମ୍ପର୍କରେ ଆମେ କହୁଛୁ। ତା ହେଲେ ପଢନ୍ତୁ।

ଫେବ୍ରୁଆରୀ ୧୮, ୨୦୧୨ । ଭଦ୍ରକ ନୂଆ ବସଷ୍ଟାଣ୍ଡରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମିଳିଥିଲା ଶିଶୁକନ୍ୟା । ବୁଲା କୁକୁରଙ୍କ ଆହାର ବନିବା ଆଗରୁ ତାକୁ ଉଦ୍ଧାର କରିଥିଲେ ଭଦ୍ରକ ଶିଶୁ ମଙ୍ଗଳ କମିଟିର କର୍ମକର୍ତ୍ତା। ଶିଶୁଟିକୁ ଚିକିତ୍ସା କରାଯାଇ ଲାଳନପାଳନ କରାଯାଇଥିଲା। ଏବେ ତାକୁ ୬ ବର୍ଷ ପୁରିଲାଣି। ଆଉ ତାକୁ ସମସ୍ତେ ଖୁସିରେ ନାଁ ଦେଇଥିଲେ ଅପରାଜିତା।

୬ ବର୍ଷ ପୁରିଯାଇଥିବାରୁ ଅପରାଜିତାର ଭବିଷ୍ୟତକୁ ଆଖିଆଗରେ ରଖି ଭଦ୍ରକ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ କାହାରିକୁ ଟେକିଦେବା ଲାଗି ଆରମ୍ଭ ହୋଇଥିଲା ପ୍ରକ୍ରିୟା। ଶେଷରେ କାରା ମାଧ୍ୟମରେ ଯୋଗ୍ୟ ବିବେଚିତ ହୋଇଥିଲେ ଏହି ଆମେରିକୀୟ ଦମ୍ପତି ମେରିଡିଥ୍ କାୟେ ସ୍ପୋଡ଼ା ଓ ମାଥେ ସ୍ପୋଡ଼ା ।

ଆଜି ଅପରାଜିତାଙ୍କୁ ଆମେରିକୀୟ ଦମ୍ପତିଙ୍କୁ ହସ୍ତାନ୍ତର ସମୟରେ ବେଶ ଭାବବିହ୍ୱଳ ହୋଇପଡିଥିଲେ ଅନୁଷ୍ଠାନର କର୍ମକର୍ତ୍ତା । ସେପଟେ ଶିଶୁଟିକୁ ସନ୍ତାନ ଭାବେ ଗ୍ରହଣ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story