ପୋଲିସ୍‌ ଜାରିକଲା ଲୁଟେରାଙ୍କ ଫଟୋ, ଦେଖନ୍ତୁ ଭିଡ଼ିଓ

<p>ଅନୁଗୋଳ (ବିରଜା ଦାସ): ଏମାନଙ୍କୁ ଚିହ୍ନି ରଖନ୍ତୁ। ଦୁଇଟି ବାଇକ୍&zwnj;ରେ ଆସିଲେ ୬ ଲୁଟେରା। ଅନୁଗୋଳ ବଜାରଛକ ସ୍ଥିତ ଆନ୍ଧ୍ରା ବ୍ୟାଙ୍କରେ ପଶି ଲୁଟି ନେଲେ। ଲୁଟେରାଙ୍କୁ ଧରିବା ପାଇଁ ଆଜି ଅନୁଗୋଳ ପୋଲିସ ଏହି ଫଟୋ ଗୁଡ଼ିକ ଜାରି କରିଛି। ଏପରିକି ଲୁଟେରାଙ୍କ ସମ୍ପର୍କରେ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ଯେଉଁମାନେ ଲୁଟେରାଙ୍କ ସମ୍ପର୍କରେ ସୂଚନା ଦେବେ, ସେମାନଙ୍କ ତଥ୍ୟା ଗୋପନ ରଖାଯିବ ବୋଲି ଅନୁଗୋଳ ଏସ୍&zwnj;ଡିପିଓ ହରିହର ପାଣି କହିଛନ୍ତି। ଲୁଟେରାଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ଜାରି କରାଯାଇଛି ଫୋନ୍&zwnj; ନମ୍ୱର ଗୁଡ଼ିକ ହେଲା- ଅନୁଗୋଳ ଏସ୍&zwnj;ପି ୯୪୩୮୯୧୬୪୩୦, ଏସ୍&zwnj;ଡିପିଓ ୯୪୩୭୪୦୬୧୭୭ ଓ ଟାଉନ୍&zwnj; ଥାନା ଆଇଆଇସି ୯୪୩୮୯୧୬୪୩୧।</p> <p>ଗତ ଏପ୍ରିଲ ୬ ତାରିଖରେ ଆନ୍ଧ୍ରା ବ୍ୟାଙ୍କରୁ ଲୁଟେରାମାନେ ୨୩ ଲକ୍ଷ ଟଙ୍କା ଓ ପ୍ରାୟ ୮୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍ ହୋଇଥିଲା। ବ୍ୟାଙ୍କ ଲୁଟିବା ପରେ ଦୁଇଟି ବାଇକରେ ୬ଜଣ ଲୁଟେରା ପଳାଇ ଯାଇଥିଲେ। ଯାହା ଧରାପଡ଼ିଥିଲା ସିସିଟିଭିରେ। ବ୍ୟାଙ୍କଠାରୁ ତପୋବନ ଛକ ଭିତରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଜି ପୋଲିସ ଜାରି କରିଛି।</p>

Ordigital Desk
  • Published: Saturday, 21 April 2018
  • Updated: 21 April 2018, 07:38 PM IST

Sports

Latest News

<p>ଅନୁଗୋଳ (ବିରଜା ଦାସ): ଏମାନଙ୍କୁ ଚିହ୍ନି ରଖନ୍ତୁ। ଦୁଇଟି ବାଇକ୍&zwnj;ରେ ଆସିଲେ ୬ ଲୁଟେରା। ଅନୁଗୋଳ ବଜାରଛକ ସ୍ଥିତ ଆନ୍ଧ୍ରା ବ୍ୟାଙ୍କରେ ପଶି ଲୁଟି ନେଲେ। ଲୁଟେରାଙ୍କୁ ଧରିବା ପାଇଁ ଆଜି ଅନୁଗୋଳ ପୋଲିସ ଏହି ଫଟୋ ଗୁଡ଼ିକ ଜାରି କରିଛି। ଏପରିକି ଲୁଟେରାଙ୍କ ସମ୍ପର୍କରେ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ଯେଉଁମାନେ ଲୁଟେରାଙ୍କ ସମ୍ପର୍କରେ ସୂଚନା ଦେବେ, ସେମାନଙ୍କ ତଥ୍ୟା ଗୋପନ ରଖାଯିବ ବୋଲି ଅନୁଗୋଳ ଏସ୍&zwnj;ଡିପିଓ ହରିହର ପାଣି କହିଛନ୍ତି। ଲୁଟେରାଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ଜାରି କରାଯାଇଛି ଫୋନ୍&zwnj; ନମ୍ୱର ଗୁଡ଼ିକ ହେଲା- ଅନୁଗୋଳ ଏସ୍&zwnj;ପି ୯୪୩୮୯୧୬୪୩୦, ଏସ୍&zwnj;ଡିପିଓ ୯୪୩୭୪୦୬୧୭୭ ଓ ଟାଉନ୍&zwnj; ଥାନା ଆଇଆଇସି ୯୪୩୮୯୧୬୪୩୧।</p><p>ଗତ ଏପ୍ରିଲ ୬ ତାରିଖରେ ଆନ୍ଧ୍ରା ବ୍ୟାଙ୍କରୁ ଲୁଟେରାମାନେ ୨୩ ଲକ୍ଷ ଟଙ୍କା ଓ ପ୍ରାୟ ୮୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍ ହୋଇଥିଲା। ବ୍ୟାଙ୍କ ଲୁଟିବା ପରେ ଦୁଇଟି ବାଇକରେ ୬ଜଣ ଲୁଟେରା ପଳାଇ ଯାଇଥିଲେ। ଯାହା ଧରାପଡ଼ିଥିଲା ସିସିଟିଭିରେ। ବ୍ୟାଙ୍କଠାରୁ ତପୋବନ ଛକ ଭିତରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଜି ପୋଲିସ ଜାରି କରିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos