କାହିଁକି ନିୟମ ଭାଙ୍ଗି ସମବାୟ ବ୍ୟାଙ୍କରେ ଆଇଏଏସ୍‌ଙ୍କୁ ଦେଲେ ନିଯୁକ୍ତି ? ଛାଇକୁ ଡରିଲେ କି ?

ଭୁବନେଶ୍ୱର : ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ପଦବୀରେ ଜଣେ ଆଇଏଏସଙ୍କୁ ବେଆଇନ ଭାବେ ନିଯୁକ୍ତି ଦିଆଯିବାକୁ ନେଇ ଚର୍ଚ୍ଚା। ବୈଦ୍ୟନାଥନ୍ କମିଟି ସୁପାରିସ୍ ଆଧାରରେ ନାବାର୍ଡଠୁ ଅର୍ଥ ପାଣ୍ଠି ହାସଲ ନିମନ୍ତେ କେନ୍ଦ୍ର ସରକାର, ନାବାର୍ଡ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଏମ୍ଓୟୁ ହୋଇଥିଲା। ସେଥିରେ ବ୍ୟାଙ୍କିଙ୍ଗ୍ କାର୍ଯ୍ୟରେ ସରକାର ହସ୍ତକ୍ଷେପ କରିବେ ନାହିଁ ଓ ଆଇଏଏସ୍ କିମ୍ବା ଓଏଏସଙ୍କୁ ନିଯୁକ୍ତି ନ ଦେବାକୁ ସରକାର ସମ୍ମତି ଜଣାଇ […]

Bank

Bank

Ordigital Desk
  • Published: Monday, 06 August 2018
  • Updated: 06 August 2018, 08:05 PM IST

Sports

Latest News

ଭୁବନେଶ୍ୱର : ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ପଦବୀରେ ଜଣେ ଆଇଏଏସଙ୍କୁ ବେଆଇନ ଭାବେ ନିଯୁକ୍ତି ଦିଆଯିବାକୁ ନେଇ ଚର୍ଚ୍ଚା।

ବୈଦ୍ୟନାଥନ୍ କମିଟି ସୁପାରିସ୍ ଆଧାରରେ ନାବାର୍ଡଠୁ ଅର୍ଥ ପାଣ୍ଠି ହାସଲ ନିମନ୍ତେ କେନ୍ଦ୍ର ସରକାର, ନାବାର୍ଡ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଏମ୍ଓୟୁ ହୋଇଥିଲା। ସେଥିରେ ବ୍ୟାଙ୍କିଙ୍ଗ୍ କାର୍ଯ୍ୟରେ ସରକାର ହସ୍ତକ୍ଷେପ କରିବେ ନାହିଁ ଓ ଆଇଏଏସ୍ କିମ୍ବା ଓଏଏସଙ୍କୁ ନିଯୁକ୍ତି ନ ଦେବାକୁ ସରକାର ସମ୍ମତି ଜଣାଇ ସେହି ଅନୁରୂପ ରାଜ୍ୟ ସମବାୟ ଆଇନରେ ମଧ୍ୟ ସଂଶୋଧନ କରିଥିଲେ।

କିନ୍ତୁ ରାଜ୍ୟ ସରକାର ଏବେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ(ଓଏସସିବି)ର ଏମଡି ଭାବେ ଆଇଏଏସ୍ ଅଫିସର୍ ଏସ୍ଏନ୍ ଗିରିଶଙ୍କୁ ନିଯୁକ୍ତି ଦେବା ପରେ ଏହାପଛରେ ରହିଥିବା ବିଭିନ୍ନ କାରଣକୁ ନେଇ ଏବେ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ସମବାୟ ବ୍ୟାଙ୍କର ଏମଡି ପଦବୀ ପୂରଣ ପାଇଁ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞାପନ ଦେଇଥିଲେ। ସାକ୍ଷାତକାର ପ୍ରକ୍ରିୟା ପରେ ଦେନା ବ୍ୟାଙ୍କର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଏହି ପଦ ନିମନ୍ତେ ଚୟନ କରାଯାଇଥିଲା।

ମୁଖ୍ୟ ସଚିବଙ୍କ ଅନୁମୋଦନରେ ଫାଇଲ୍ ସମବାୟ ମନ୍ତ୍ରୀଙ୍କ ଅଫିସ୍ ବାଟ ଦେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲା। କିନ୍ତୁ ଯାହାଙ୍କୁ ଏହି ପଦ ପାଇଁ ଚୟନ କରାଯାଇଥିଲା, ସିଏ କୁଆଡ଼େ ଉପକୂଳ ଓଡ଼ିଶାର ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅ। ଆଉ ତାଙ୍କ ପିତାଙ୍କର ବିଜେଡିରୁ ଇସ୍ତଫା ଦେଇଥିବା ଜଣେ ସାଂସଦଙ୍କ ସହ ସମ୍ପର୍କ ରହିଛି ବୋଲି କିଛି ତୋଷାମଦକାରୀ ନେତାଙ୍କ କଥାରେ କୁଆଡ଼େ ସେହି ସାକ୍ଷାତକାର ପ୍ରକ୍ରିୟାକୁ ତୃତୀୟ ମହଲା ସମ୍ପୂର୍ଣ୍ଣ ଅଣଦେଖା କରିଥିଲା। ଆଉ ଏମ୍ଓୟୁକୁ ଉଲ୍ଲଘଂନ କରି ଏମଡି ପଦରେ ଜଣେ ଆଇଏଏସଙ୍କୁ ଅବସ୍ଥାପିତ କରିଛନ୍ତି।

ଚର୍ଚ୍ଚା ହେଉଛି, ଏବେ ବ୍ୟାଙ୍କର ପାଣ୍ଠିକୁ ଲୁଟିବା ପାଇଁ କୁଆଡ଼େ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ମାଇକ୍ରୋ ଏଟିଏମ୍ ଯୋଗାଣକାରୀ ସଂସ୍ଥାର ବକେୟା ବିଲକୁ ମଞ୍ଜୁର କରି ତା’ଠୁ ପିସି ନେବାକୁ ଜଣେ ମନ୍ତ୍ରୀ ଚାହିଁ ବସିଥିବାବେଳେ ବ୍ୟାଙ୍କ ସହ ଜଡ଼ିତ ଜଣେ ରାଜନେତା କୁଆଡ଼େ ପିଅନ ଓ ଜୁନିୟର ମ୍ୟାନେଜର ନିଯୁକ୍ତି ଦେଇ କୋଟି କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରିଛନ୍ତି ବୋଲି ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story