ଆଇପିଏସ୍ ସ୍ତରରେ ଅଦଳ ବଦଳ

Sanjeeb-Panda

ଭୁବନେଶ୍ୱର : ଆଇପିଏସ୍ ସ୍ତରରେ ଆଜି ଅଦଳ ବଦଳ ହୋଇଛି। ୧୯୮୯ ବ୍ୟାଚ ଆଇପିଏସ ବି. ରାଧିକାଙ୍କୁ  ଏଡିଜି କ୍ରାଇମ୍ ରେକର୍ଡସ ବ୍ୟୁରୋ  ଦାୟିତ୍ୱ ଦିଆଯାଇଛି। ସେହିପରି ସଞ୍ଜୀବ ପଣ୍ଡାଙ୍କୁ ଓଏସ୍ଏପି ଆଇଜି ଭାବେ ଦାୟିତ୍ୱ ଦିଆଯାଇଛି। ଏସ୍. ସାଇନିଙ୍କୁ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି।

Previous ArticleNext Article

Send this to a friend