କୋରାପୁଟ ଗଣଦୁଷ୍କର୍ମ: ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ, ସପ୍ତାହକ ଭିତରେ ରିପୋର୍ଟ ଦିଅ

କୋରାପୁଟ: କୋରାପୁଟ କୁନ୍ଦୁଲିରେ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ମାନବାଧିକାର କମିଶନଙ୍କ ରିପୋର୍ଟ । ଘଟଣାର ତଦନ୍ତ କରି ସପ୍ତାହେ ମଧ୍ୟରେ ରିପୋର୍ଟ ଦେବାକୁ SCST ସଚିବ ଓ ADG  HRPCଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କମିଶନ ୫ ମାନବାଧିକାର କର୍ମୀଙ୍କ ପିଟିସନ୍ ଉପରେ କମିଶନ ଏହି  ନିର୍ଦ୍ଦେଶ ଦେଇଛନ୍ତି । ଦରକାର ପଡ଼ିଲେ ପୀଡିତାଙ୍କୁ ରାଜ୍ୟ ବାହାରକୁ ପଠାଇ ଚିକିତ୍ସା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ  ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ।  ଏଥିସହ ଜିଲ୍ଳାପାଳ , ଏସପି […]

rape-1

rape-1

Rakesh Mallick
  • Published: Wednesday, 11 October 2017
  • Updated: 11 October 2017, 05:52 PM IST

Sports

Latest News

କୋରାପୁଟ: କୋରାପୁଟ କୁନ୍ଦୁଲିରେ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ମାନବାଧିକାର କମିଶନଙ୍କ ରିପୋର୍ଟ । ଘଟଣାର ତଦନ୍ତ କରି ସପ୍ତାହେ ମଧ୍ୟରେ ରିପୋର୍ଟ ଦେବାକୁ SCST ସଚିବ ଓ ADG  HRPCଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କମିଶନ ୫ ମାନବାଧିକାର କର୍ମୀଙ୍କ ପିଟିସନ୍ ଉପରେ କମିଶନ ଏହି  ନିର୍ଦ୍ଦେଶ ଦେଇଛନ୍ତି । ଦରକାର ପଡ଼ିଲେ ପୀଡିତାଙ୍କୁ ରାଜ୍ୟ ବାହାରକୁ ପଠାଇ ଚିକିତ୍ସା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ  ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ।  ଏଥିସହ ଜିଲ୍ଳାପାଳ , ଏସପି ଏବଂ ଦକ୍ଷିଣ ପଶ୍ଚିମାଞ୍ଚଳ  ଡିଆଇଜିଙ୍କୁ ମଧ୍ୟ ରିପୋର୍ଟ କରିଛନ୍ତି କମିଶନ ।

ସେପଟେ କୋରାପୁଟ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗକୁ ରେଡ୍ ଫ୍ଲାଗ ମାମଲା ଭାବେ ଗ୍ରହଣ କରିଛି  ପୋଲିସ । ପୋଲିସର ଏକ ୩ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି ।  ଏହି ଟିମ୍ କୋରାପୁଟ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ପୀଡ଼ିତାଙ୍କୁ ଭେଟିଛନ୍ତି  ତଦନ୍ତରେ ସହଯୋଗ ଲାଗି କ୍ରାଇମବ୍ରାଞ୍ଚର ଏକ ଟିମ୍ ମଧ୍ୟ ବ୍ରହ୍ମପୁରରୁ  କୋରାପୁଟ ଯାଉଛନ୍ତି। ଏହା ସହିତ ବ୍ରହ୍ମପୁର ଫୋରେନସିକ ଲାବୋରୋଟୋରିରୁ ବିଶେଷଜ୍ଞ ମଧ୍ୟ ସେଠାକୁ  ଯାଉଛନ୍ତି ବୋଲି କହିଛନ୍ତି ପୋଲିସ ଡିଜି ଆରପି ଶର୍ମା । ଅଭିଯୋଗ ପରେ ପଟାଙ୍ଗୀ ଥାନାରେ ମାମଲା ରୁଜୁ କରାଯାଇଛି ।

ଦଫା ୩୭୬(ଡି), ୩୭୭ ଆଇପିସି, ସେକ୍ସନ ୬ ପୋକ୍ସୋ ମଧ୍ୟ ଲାଗୁ କରାଯାଇଛି ଅଭିଯୋଗର ସତ୍ୟତା ଯାଞ୍ଚ କରାଯାଉଛି ।  ଯଦି ତାହା ସତ ହୋଇଥାଏ, ଯିଏ ବି ସଂପୃକ୍ତ ଥିବ ତା  ବିରୋଧରେ କଡ଼ା କାଯର୍ୟାନୁଷ୍ଠାନ ନିଆଯିବ ।  ପ୍ରଥମେ କିଏ ଏଥିରେ ସଂପୃକ୍ତ ତାକୁ ଠାବ କରିବା ଗୁରୁତ୍ୱପୂର୍ଣ୍ଣ। ସୁରକ୍ଷାକର୍ମୀଙ୍କ ସଂପୃକ୍ତି ସନ୍ଦେହ ଉପରେ ଆରପି ଶର୍ମା କହିଛନ୍ତି।  ସେହି ଅଞ୍ଚଳରେ ସିଆରପିଏଫ୍,  ବିଏସ୍ଏଫ୍, କୋବ୍ରା ଓ ପୋଲିସର ଆତଯାତ ଥାଏ।   ନକ୍ସଲମାନେ ମଧ୍ୟ ସୁରକ୍ଷାକର୍ମୀଙ୍କ ୟୁନିଫର୍ମ ପିନ୍ଧିଥାନ୍ତି।    ସମସ୍ତ ବୈଜ୍ଞାନିକ ପଦ୍ଧତିରେ ତଦନ୍ତ କରାଯାଉଛି । ଏହା ଶେଷ ହେବା ପରେ ଜଣାପଡ଼ିବ କିଏ ସଂପୃକ୍ତ।  ଡିଜିପି କହିବା ଅନୁଯାୟୀ, ଯିଏବି ଦୁଷ୍କର୍ମରେ ସଂପୃକ୍ତ  ଥିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story