ଲିଙ୍ଗରାଜ ମନ୍ଦିରରେ ବିଜ୍ଞାପନ ସୁଟିଂ ଅଭିଯୋଗରେ ଏତଲା ଦେଲେ ମନ୍ଦିର କର୍ତ୍ତୃପକ୍ଷ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଫସିଯାଇଛନ୍ତି ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ । ବିନା ଅନୁମତିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବିଜ୍ଞାପନ ସୁଟିଂ କରିଥିବାରୁ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଲିଙ୍ଗରାଜ ଥାନାରେ ରବିନାଙ୍କ ନାଁରେ ଏତଲା ଦିଆଯାଇଛି । ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଯେ, କିପରି ଏବଂ କେଉଁ ପରିସ୍ଥିତିରେ ରବିନା ମୋବାଇଲ୍ ସହ ଯାଇ ମନ୍ଦିର ଭିତରେ ସୁଟିଂ କଲେ। ଅପରପକ୍ଷରେ ଭୁବନେଶ୍ୱର ଡିସିପି କହିଛନ୍ତି ଅଭିଯୋଗ ମିଳିଛି  ଆଇନ୍ ଅନୁଯାୟୀ […]

rabina

rabina

Rakesh Mallick
  • Published: Tuesday, 06 March 2018
  • Updated: 06 March 2018, 07:35 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଫସିଯାଇଛନ୍ତି ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ । ବିନା ଅନୁମତିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବିଜ୍ଞାପନ ସୁଟିଂ କରିଥିବାରୁ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଲିଙ୍ଗରାଜ ଥାନାରେ ରବିନାଙ୍କ ନାଁରେ ଏତଲା ଦିଆଯାଇଛି । ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଯେ, କିପରି ଏବଂ କେଉଁ ପରିସ୍ଥିତିରେ ରବିନା ମୋବାଇଲ୍ ସହ ଯାଇ ମନ୍ଦିର ଭିତରେ ସୁଟିଂ କଲେ। ଅପରପକ୍ଷରେ ଭୁବନେଶ୍ୱର ଡିସିପି କହିଛନ୍ତି ଅଭିଯୋଗ ମିଳିଛି  ଆଇନ୍ ଅନୁଯାୟୀ ତଦନ୍ତ କରାଯିବ।

ସୂଚନାଯୋଗ୍ୟ, ଗତ ରବିବାର ରବିନା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯାଇଥିବାବେଳେ ମା ପାର୍ବତୀଙ୍କ ମନ୍ଦିର ମୁଖଶାଳା ନିକଟରେ ବ୍ଯୁଟି ଟିପ୍ସ୍ ଦେଉଥିବାରୁ ଏକ ଭିଡିଓକୁ ସୁଟ୍ ହେଉଥିବାର ଦୃଶ୍ୟ ଭାଇରାଲ ହୋଇଥିଲା।

ଅଧିକ ଖବର ପାଇଁ ପଢନ୍ତୁ:  ଲିଙ୍ଗରାଜ ମନ୍ଦିରରେ ବିଜ୍ଞାପନ ସୁଟିଂ କରି ଫସିଗଲେ ମସ୍ତମସ୍ତ ଗର୍ଲ  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story