ସମ୍ୱଲପୁର ଶୀତଳଷଷ୍ଠୀ: ବାଲୁଙ୍କେଶ୍ୱର ବାବାଙ୍କ ଦେବ ନିମନ୍ତ୍ରଣ ଆଜି

ସମ୍ୱଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ୱଲପୁର ସହର ଉତ୍ସବ ମୁଖର ହୋଇପଡ଼ିଛି। ଆଜି ବାଲୁଙ୍କେଶ୍ୱର ବାବାଙ୍କ ଗୁଆ ଗଣ୍ଡା ବା ଦେବ ନିମନ୍ତ୍ରଣ ଅନୁଷ୍ଠିତ ହେବ। ଗତକାଲି ପାରମ୍ପରିକ ରୀତିନୀତିରେ ନନ୍ଦପଡ଼ାର ବମ୍‌ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତର୍‌ପେଣ୍ଡି ସଂପନ୍ନ ହୋଇଛି। କନ୍ୟାପିତା ମାତା ସାଜିଥିବା ସହଯୋଗ ନଗରର ଗୋପାଳକୃଷ୍ଣ ମିଶ୍ର ଓ ସଞ୍ଜିତା ମିଶ୍ରଙ୍କ ଘରେ ପତର୍‌ପେଣ୍ଡି ବା ନିର୍ବନ୍ଧ ଉତ୍ସବ ଆୟୋଜିତ ହୋଇଥିଲା। ବାଲୁଙ୍କେଶ୍ୱର ମନ୍ଦିରରୁ ସପ୍ତଋଷି ପଣ୍ଡିତ ମଣ୍ଡଳୀ ସହ ବରପକ୍ଷ […]

samblapur

samblapur

Rakesh Mallick
  • Published: Monday, 06 June 2016
  • Updated: 06 June 2016, 10:47 AM IST

Sports

Latest News

ସମ୍ୱଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ୱଲପୁର ସହର ଉତ୍ସବ ମୁଖର ହୋଇପଡ଼ିଛି। ଆଜି ବାଲୁଙ୍କେଶ୍ୱର ବାବାଙ୍କ ଗୁଆ ଗଣ୍ଡା ବା ଦେବ ନିମନ୍ତ୍ରଣ ଅନୁଷ୍ଠିତ ହେବ। ଗତକାଲି ପାରମ୍ପରିକ ରୀତିନୀତିରେ ନନ୍ଦପଡ଼ାର ବମ୍‌ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତର୍‌ପେଣ୍ଡି ସଂପନ୍ନ ହୋଇଛି। କନ୍ୟାପିତା ମାତା ସାଜିଥିବା ସହଯୋଗ ନଗରର ଗୋପାଳକୃଷ୍ଣ ମିଶ୍ର ଓ ସଞ୍ଜିତା ମିଶ୍ରଙ୍କ ଘରେ ପତର୍‌ପେଣ୍ଡି ବା ନିର୍ବନ୍ଧ ଉତ୍ସବ ଆୟୋଜିତ ହୋଇଥିଲା। ବାଲୁଙ୍କେଶ୍ୱର ମନ୍ଦିରରୁ ସପ୍ତଋଷି ପଣ୍ଡିତ ମଣ୍ଡଳୀ ସହ ବରପକ୍ଷ ଲୋକେ ଏକ ବିରାଟ ଶୋଭାଯାତ୍ରାରେ କନ୍ୟା ଅନ୍ୱେଷଣରେ ଆସି କନ୍ୟାପିତାଙ୍କ ଘରେ ପହଞ୍ଚିବା ପରେ ବରପକ୍ଷ ଦେବୀ ପାର୍ବତୀଙ୍କ ବିଷୟରେ ଜିଜ୍ଞାସା କରିଥିଲେ। ଉଭୟ ବର ଓ କନ୍ୟା ପକ୍ଷରୁ ପଣ୍ଡିତମାନେ ଶିବ ପାର୍ବତୀଙ୍କ ଗୁଣଗାନ କରିବା ପରେ ଶେଷରେ ନିବର୍ନ୍ଧ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story