ଆଲୋଚନା ଫେଲ୍‌: ଶିକ୍ଷକ କରିବେ ମହାସମାବେଶ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଟୁନି ବାଟ। ନିଜ ନିଜ ଜିଦ୍&zwnj;ରେ ଅଟଳ ରହିଛନ୍ତି ସରକାର ଏବଂ ଆନ୍ଦୋଳନକାରୀ। ରାଜ୍ୟ ସରକାରଙ୍କ ସହିତ ଆନ୍ଦୋଳନରତ ଶିକ୍ଷକ ଓ ଅଧ୍ୟାପକଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଫେଲ୍ ମାରିଛିା ଫଳରେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ସ୍କୁଲ କଲେଜ ଶିକ୍ଷକ ଓ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ। ନିଯୁକ୍ତି ସଂପର୍କିତ ସତ୍ୟପାଠ ଉଚ୍ଛେଦ ଦାବିରେ ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ୧୧ ଦିନ ହେଲାଣି ଆନ୍ଦୋଳନରେ ବସିଛି ମିଳିତ ମଞ୍ଚା ବିବାଦର ସମାଧାନ ପାଇଁ ଗତକାଲି ଉଚ୍ଚ ଶିକ୍ଷାମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ମଧ୍ୟରେ ସଚିବାଳୟରେ ପାଖାପାଖି ଘଣ୍ଟାଏ ଧରି ଆଲୋଚନା ହୋଇଥିଲା। ତଥାପି କୌଣସି ନିଷ୍କର୍ସ ବାହାରିପାରିନଥିଲା।</p> <p>ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀ ସମୟ ମାଗିଥିଲୋ କିନ୍ତୁ ମିଳିତ ମଞ୍ଚ ରାଜି ନ ହୋଇ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛିା ଆସନ୍ତା ସୋମବାର ରାଜଧାନୀରେ ମହାସମାବେଶ କରିବାକୁ ମଞ୍ଚ ଚେତାବନୀ ଦେଇଛି।</p>

Ordigital Desk
  • Published: Saturday, 17 February 2018
  • Updated: 17 February 2018, 09:08 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଟୁନି ବାଟ। ନିଜ ନିଜ ଜିଦ୍&zwnj;ରେ ଅଟଳ ରହିଛନ୍ତି ସରକାର ଏବଂ ଆନ୍ଦୋଳନକାରୀ। ରାଜ୍ୟ ସରକାରଙ୍କ ସହିତ ଆନ୍ଦୋଳନରତ ଶିକ୍ଷକ ଓ ଅଧ୍ୟାପକଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଫେଲ୍ ମାରିଛିା ଫଳରେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ସ୍କୁଲ କଲେଜ ଶିକ୍ଷକ ଓ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ। ନିଯୁକ୍ତି ସଂପର୍କିତ ସତ୍ୟପାଠ ଉଚ୍ଛେଦ ଦାବିରେ ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ୧୧ ଦିନ ହେଲାଣି ଆନ୍ଦୋଳନରେ ବସିଛି ମିଳିତ ମଞ୍ଚା ବିବାଦର ସମାଧାନ ପାଇଁ ଗତକାଲି ଉଚ୍ଚ ଶିକ୍ଷାମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ମଧ୍ୟରେ ସଚିବାଳୟରେ ପାଖାପାଖି ଘଣ୍ଟାଏ ଧରି ଆଲୋଚନା ହୋଇଥିଲା। ତଥାପି କୌଣସି ନିଷ୍କର୍ସ ବାହାରିପାରିନଥିଲା।</p><p>ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀ ସମୟ ମାଗିଥିଲୋ କିନ୍ତୁ ମିଳିତ ମଞ୍ଚ ରାଜି ନ ହୋଇ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛିା ଆସନ୍ତା ସୋମବାର ରାଜଧାନୀରେ ମହାସମାବେଶ କରିବାକୁ ମଞ୍ଚ ଚେତାବନୀ ଦେଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos