ଆରମ୍ଭ ହେଲା ଓଡ଼ିଆ ନବବର୍ଷ: ଜାଣନ୍ତୁ ଏବର୍ଷ କେମିତି ରହିବ ଓଡ଼ିଶା ରାଜନୀତି ଓ କୃଷି

ଉତ୍କଳୀୟ ପରମ୍ପରା ଅନୁଯାୟୀ ନବବର୍ଷ ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତିରୁ ହିଁ ଆରମ୍ଭ ହୋଇଥାଏ। ଅର୍ଥାତ ଆଜିଠାରୁ ଓଡ଼ିଆ ନବବର୍ଷ ଆରମ୍ଭ ହେଉଛି। ତେବେ ଏହି ନବବର୍ଷଠାରୁ କେଉଁ ଗ୍ରହ ଚଳନ କେଉଁ ଦିଗକୁ ହେଉଛି ଏହାର ପ୍ରଭାବ ଭିନ୍ନ ଭିନ୍ନ ରାଶି ଉପରେ କେମିତି ରହିବ ସେ ସମ୍ପର୍କରେ ବିଶିଷ୍ଟ ଜୋତିଷ ଶାସ୍ତ୍ର ଡ.ମନୋଜ କୁମାର ଲେଙ୍କା ଗଣନା କରିଛନ୍ତି।  ବିଶେଷ କରି ଓଡ଼ିଶାରେ ରାଜନୈତିକ ବ୍ୟକ୍ତି ଏବଂ କୃଷି ଉପରେ କ’ଣ ପ୍ରଭାବ […]

astrologia

astrologia

Rakesh Mallick
  • Published: Saturday, 14 April 2018
  • Updated: 14 April 2018, 10:08 AM IST

Sports

Latest News

[caption id="attachment_227334" align="alignleft" width="170"] ଡ.ମନୋଜ କୁମାର ଲେଙ୍କା ଡ.ମନୋଜ କୁମାର ଲେଙ୍କା[/caption]

ଉତ୍କଳୀୟ ପରମ୍ପରା ଅନୁଯାୟୀ ନବବର୍ଷ ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତିରୁ ହିଁ ଆରମ୍ଭ ହୋଇଥାଏ। ଅର୍ଥାତ ଆଜିଠାରୁ ଓଡ଼ିଆ ନବବର୍ଷ ଆରମ୍ଭ ହେଉଛି। ତେବେ ଏହି ନବବର୍ଷଠାରୁ କେଉଁ ଗ୍ରହ ଚଳନ କେଉଁ ଦିଗକୁ ହେଉଛି ଏହାର ପ୍ରଭାବ ଭିନ୍ନ ଭିନ୍ନ ରାଶି ଉପରେ କେମିତି ରହିବ ସେ ସମ୍ପର୍କରେ ବିଶିଷ୍ଟ ଜୋତିଷ ଶାସ୍ତ୍ର ଡ.ମନୋଜ କୁମାର ଲେଙ୍କା ଗଣନା କରିଛନ୍ତି।  ବିଶେଷ କରି ଓଡ଼ିଶାରେ ରାଜନୈତିକ ବ୍ୟକ୍ତି ଏବଂ କୃଷି ଉପରେ କ’ଣ ପ୍ରଭାବ ରହିବ ସେ ସମ୍ପର୍କରେ ଜାଣିବା।

୧-ପ୍ରଥମତଃ ଏ ବର୍ଷ ରାଜନୈତିକ ପାଣିପାଗ ଅସ୍ଥିର ରହିବାର ସୂଚନା ମିଳୁଛି। ଏମିତି କେହି ଜଣେ ବଡ଼ ରାଜନେତାଙ୍କ ଦେହାନ୍ତ ହୋଇପାରେ।

୨-ରାଜନୈତିକ ବିଶୃଙ୍ଖଳା ତୀବ୍ର ରୂପ ନେଇପାରେ

୩-ତେବେ କୃଷି ଦୃଷ୍ଟିରୁ ଚଳିତ ବର୍ଷଟି ଅତ୍ୟନ୍ତ ଶୁଭ ରହିଛି

୪-  କୃଷିକ୍ଷେତ୍ରରେ ବ୍ୟୟ ଅପେକ୍ଷା ଆୟର ପରିମାଣ ଅଧିକ ରହିବ

୫-ସ୍ୱାଭାବିକ୍‌ ପରିମାଣରେ ବୃଷ୍ଟିପାତ ହେବ

୬-ବାତ୍ୟା  ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ

୭-ଶିଶୁମୃତ୍ୟୁହାର ବଢିପାରେ

 କେଉଁ କାରଣ ପାଇଁ ଏମିତି ସମସ୍ୟା ଉପୁଜିପାରେ

ମୁଖ୍ୟତଃ ବୃହସ୍ପତି ୧୧ ଅକ୍ଟୋବର ୨୦୧୮ ଗୁରୁବାର ରାତ୍ର ୭ଟା ୨୨ ମିନିଟ‌୍‍ରେ ବିଶାଖା ନକ୍ଷତ୍ରକୁ ବିଛା ରାଶିକୁ ଚଳନ କରିବେ। ୨୯ ମାର୍ଚ୍ଚ ୨୦୧୯ ଶୁକ୍ରବାର ରାତ୍ର ୭ଟା ୫୮ ମିନିଟରେ ମୂଳା ନକ୍ଷତ୍ର ଧନୁ ରାଶିକୁ ବୃହସ୍ପତି ଚଳନ କରିବେ। ରାହୁ ୭ ମାର୍ଚ୍ଚ ୨୦୧୯ ଗୁରୁବାର ୭ଟା ୫୩ ମିନିଟରେ ପୁର୍ନବସୁ ନକ୍ଷତ୍ର ମିଥୁନ ରାଶିକୁ ଚଳନ କରିବେ ଏବଂ ୭ ମାର୍ଚ୍ଚ ୨୦୧୯ ଗୁରୁବାର କେତୁ ଉତରାଷଢା ନକ୍ଷତ୍ର ଧନୁ ରାଶିକୁ ଚଳନ କରିବେ। ୨୭ ଜୁଲାଇ ୨୦୧୮ ଶୁକ୍ରବାର ଆଷାଢ ପୂର୍ଣ୍ଣିମା ଚନ୍ଦ୍ର ପୂର୍ଣ୍ଣ କେତୁ ଗ୍ରାସ ହେବେ। ଏଣୁ ଏହି ବର୍ଷର ଗ୍ରହ ଚଳନକୁ ବିଚାର କଲେ ଉପରୋକ୍ତ ସମସ୍ୟା ଆସିପାରେ।

କ’ଣ କଲେ ମୁକ୍ତି ମିଳିବ

ଏଥିରୁ ମୁକ୍ତି ପାଇବା ପାଇଁ ତୁଳସୀ ବୃକ୍ଷ ରୋପଣ କରିବା ସହିତ ନାନାଦି ଫଳ  ବୃକ୍ଷ ରୋପଣ କରିବା , ବଜରଙ୍ଗ ବାଣୀ ପ୍ରତ୍ୟେହ ପାଠ କରିବା, ଗାୟତ୍ରୀ ମନ୍ତ୍ର ପାଠ କରିବା, ଶ୍ରୀ ଜଗନ୍ନାଥ ନାମ ଜପ କରିବା, ଅଯଥା କଳହରୁ ବିରତ ହେବା, ମାନସିକ ଉତ୍ତେଜନାରୁ ମୁକ୍ତ ହେବା ପାଇଁ ମୋତି ଶଙ୍ଖ ଜଳରେ ସ୍ନାନ କରିବା, ଶଙ୍ଖ ବଜାଇବା, ତୁଳସୀ ଜଳ ପାନ କରିବା, ନିତ୍ୟ ପ୍ରାତଃରେ ସୂର୍ଯ୍ୟ ଦର୍ଶନ କରିବା, ଭାଗ୍ୟ ଉପରେ ନିର୍ଭରଶୀଳ ନହୋଇ କର୍ମ ନିଷ୍ଠ ହେଲେ ସଫଳତା ଲାଭ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story