ସିହା-ସୁନି ଲଢ଼େଇ: ସିହା କହିଲା ବାବ୍ରି ମସଜିଦ୍‌ ଆମର, ମନ୍ଦିର ଭଙ୍ଗାଯାଇ ମସଜିଦ୍‌ ନିର୍ମାଣ ହୋଇଥିବା ସ୍ୱୀକାର

ନୂଆଦିଲ୍ଲୀ: ବାବ୍ରି ମସଜିଦ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ୫ ଦଶନ୍ଧିରୁ ଊର୍ଦ୍ଧ୍ୱ ପୂରି ଯାଇଥିଲେ ମଧ୍ୟ ସମାଧାନର ରାସ୍ତା ବାହାରିପାରୁନି। ଏବେ ପୁଣି ଏକ  ମାମଲା ବିବାଦକୁ ଆହୁରି ଘନିଭୁତ କରିଛି । ଏଥର ମସଜିଦର ମାଲିକାନାକୁ ନେଇ ଉତ୍ତର ପ୍ରଦେଶର ସୁନି-ସିହାଙ୍କ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝା ସୁପ୍ରିମକୋର୍ଟରେ ପହଞ୍ଚିଛି। ବାବ୍ରି ମସଜିଦ୍‌ର ମାଲିକାନା ସିହା ୱାକଫ ବୋର୍ଡ଼ ନାମରେ ହେଉ ବୋଲି ବୁଧବାର ସିହା ୱାକଫ୍‌ ବୋର୍ଡ଼ ସୁପ୍ରିକୋର୍ଟରେ ଆବେଦନ କରିଛି। ଦୀର୍ଘ […]

masq

masq

Rakesh Mallick
  • Published: Thursday, 10 August 2017
  • Updated: 10 August 2017, 11:21 AM IST

Sports

Latest News

ନୂଆଦିଲ୍ଲୀ: ବାବ୍ରି ମସଜିଦ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ୫ ଦଶନ୍ଧିରୁ ଊର୍ଦ୍ଧ୍ୱ ପୂରି ଯାଇଥିଲେ ମଧ୍ୟ ସମାଧାନର ରାସ୍ତା ବାହାରିପାରୁନି। ଏବେ ପୁଣି ଏକ  ମାମଲା ବିବାଦକୁ ଆହୁରି ଘନିଭୁତ କରିଛି । ଏଥର ମସଜିଦର ମାଲିକାନାକୁ ନେଇ ଉତ୍ତର ପ୍ରଦେଶର ସୁନି-ସିହାଙ୍କ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝା ସୁପ୍ରିମକୋର୍ଟରେ ପହଞ୍ଚିଛି। ବାବ୍ରି ମସଜିଦ୍‌ର ମାଲିକାନା ସିହା ୱାକଫ ବୋର୍ଡ଼ ନାମରେ ହେଉ ବୋଲି ବୁଧବାର ସିହା ୱାକଫ୍‌ ବୋର୍ଡ଼ ସୁପ୍ରିକୋର୍ଟରେ ଆବେଦନ କରିଛି। ଦୀର୍ଘ ୭୧ ବର୍ଷ ଧରି ଆଇନଗତ ଲଢ଼େଇରେ ହାରି ଯିବା ପରେ ବୁଧବାର ସିହା ୱାକଫ୍‌ ବୋର୍ଡ଼ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ୧୯୪୬ ମାର୍ଚ୍ଚ ୩୦ରେ ଟ୍ରାଏଲ କୋର୍ଟ ସିହା ୱାକଫ ବୋର୍ଡ଼ର ଆବେଦନକୁ ଖାରଜ କରି ଏହାର ମାଲିକାନା ସୁନି ୱାକଫ ବୋଡ଼ ନାମରେ ହେବାକୁ  ରାୟ ଦେଇଥିଲେ।

ଏବେ ସିହା ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ ବିବାଦୀୟ ସ୍ଥାନରେ ମନ୍ଦିର ଭଙ୍ଗାଯାଇ ମସଜିଦ୍ ନିର୍ମାଣ କରାଯାଇଥିବା କଥା କୁହାଯାଇଛି। ସିହା ବୋର୍ଡ଼ ପକ୍ଷରୁ ଓକିଲ ଏମ.ସି ଢିଙ୍ଗଡ଼ା କହିଛନ୍ତି ଯେ, ସିହା ୱାକଫ ବୋର୍ଡ଼ ପକ୍ଷରୁ ବାବ୍ରି ମସଜିଦ୍‌ ନିର୍ମାଣ କରାଯାଇଥିଲା। ହେଲେ ଟ୍ରାଏଲ କୋର୍ଟ ତାଙ୍କ ତ୍ରୁଟିପୂର୍ଣ୍ଣ ରାୟରେ ଏହାକୁ ସୁନି ୱାକଫ ବୋର୍ଡ଼ ନାମରେ କରାଇ ଦେଇଛନ୍ତି।  ସେହିପରି ବାବ୍ରି ମସଜିଦ୍ ମୋଗଲ ଶାସକ ବାବର ନିର୍ମାଣ କରିଥିଲେ। ବାବରଙ୍କ ତତ୍କାଳାନ ମନ୍ତ୍ରୀ ଅବଦୁଲ ମିର ବାକୀ ନିଜେ ପଇସା ଖର୍ଚ୍ଚ କରି ଏହି ମସଜିଦ୍‌ ନିର୍ମାଣ କରିଥିଲେ।

ମସଜିଦ୍‌ ନିର୍ମାଣ ସମୟରେ ବାବର ଅଯୋଧ୍ୟାରେ ୫-୬ ଦିନ ଧରି ରହିଥିଲେ(ଯେଉଁଠି ପୂର୍ବରୁ ଥିବା ମନ୍ଦିରକୁ ଭାଙ୍ଗିବାକୁ ଦୀର୍ଘ ସମୟ ଲାଗିଥିଲା ଏବଂ ଏହି ସ୍ଥାନରେ ମସଜିଦ୍‌ ନିର୍ମାଣ କରାଯାଇଥିଲା) ବୋଲି ଯୁକ୍ତିରେ ଦର୍ଶାଯାଇଛି। ସେହିପରି ଉଭୟ ବାବର ଏବଂ ତାଙ୍କ ମନ୍ତ୍ରୀ ଅବଦୁଲ ମିର ବାକୀ ସିହା ମୁସଲିମ ଥିଲେ ବୋଲି କୁହାଯାଇଛି ।  ଯେହେତୁ ମସଜିଦକୁ ଦୀର୍ଘ ଦିନ ଧରି ସୁନି ୱାକଫ ବୋଡ଼ ପକ୍ଷରୁ ରକ୍ଷଣା ବେକ୍ଷଣ ଏବଂ ପରିଚାଳାନା କରାଯାଇ ଆସୁଥିଲା ସେ ସମୟରେ ବ୍ରିଟିଶ ସରକାର ଭୁଲ କ୍ରମେ ଏହାର ମାଲିକାନାରେ ସୁନି ୱାକଫ ବୋର୍ଡକୁ ଯୋଡ଼ି ଦେଇଥିଲେ।  ଏହକୁ ନେଇ ସିହା ୱାକଫ ବୋର୍ଡ ପକ୍ଷରୁ ୧୯୪୫ରେ ଫରିଜାବାଦର ସିଭିଲ କୋର୍ଟରେ ଆବେଦନ କରାଯାଇଥିଲା।

ହେଲେ ଆବେଦନର ବର୍ଷକ ପରେ ଅର୍ଥାତ  ୧୯୪୬ରେ ଏହି ଦାବିକୁ  କୋର୍ଟ ଖାରଜ କରିଦେଇଥିଲେ ବୋଲି ସିହା ୱାକଫ ବୋର୍ଡ଼ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ ଅଯୋଧ୍ୟାର ରାମ ମନ୍ଦିର-ବାବ୍ରି ମସଜିଦ୍‌ ମାମଲାରେ ବୁଧବାର ଠାରୁ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଉପରୋକ୍ତ ମାମଲା ଦାୟର କରାଯାଇଛି।

ସୌଜନ୍ୟ: ଟାଇମ୍‌ସ ଅଫ ଇଣ୍ଡିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story