ଏହି ସବୁ କାରଣରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହୋଇଥାନ୍ତି ନକରାତ୍ମକ ଶକ୍ତି

ସବୁଧର୍ମରେ ଆତ୍ମାର ଅସ୍ତିତ୍ୱକୁ ସ୍ୱୀକାର କରାଯାଇଛି। କୁହାଯାଏ ଯେ ଆତ୍ମାକୁ ଯେ ପର୍ଯ୍ୟନ୍ତ ମୁକ୍ତି ନମିଳିଛି ସେ ମର୍ତ୍ତ୍ୟଲୋକ ଓ ପରଲୋକ ଭିତରେ ଘୁରିବୁଲୁଥାଏ। ଶାସ୍ତ୍ରରେ କୁହାଯାଇଛି ଯେ ଆତ୍ମା ଜୀବିତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତି।  କିନ୍ତୁ  ଅନେକ ଜିନିଷ ଏପରି ଛି ଯାହାଦ୍ୱାରା ଆତ୍ମା ଆମ ଆଡ଼କୁ ଆକର୍ଷିତ ହୋଇଥାଏ ଓ ନିଜ ଉପସ୍ଥିତିର ଆମକୁ ଅନୁଭବ କରାଇବାକୁ ଚେଷ୍ଟା କରିଥାଏ। ତେବେ ଆସନ୍ତୁ ଜାଣିବା ସେ ଜିନିଷ ଗୁଡ଼ିକ କ’ଣ ୧. ଗୁରୁଜନମାନେ […]

bhoot copy

bhoot copy

Rakesh Mallick
  • Published: Tuesday, 10 April 2018
  • Updated: 10 April 2018, 07:29 PM IST

Sports

Latest News

ସବୁଧର୍ମରେ ଆତ୍ମାର ଅସ୍ତିତ୍ୱକୁ ସ୍ୱୀକାର କରାଯାଇଛି। କୁହାଯାଏ ଯେ ଆତ୍ମାକୁ ଯେ ପର୍ଯ୍ୟନ୍ତ ମୁକ୍ତି ନମିଳିଛି ସେ ମର୍ତ୍ତ୍ୟଲୋକ ଓ ପରଲୋକ ଭିତରେ ଘୁରିବୁଲୁଥାଏ। ଶାସ୍ତ୍ରରେ କୁହାଯାଇଛି ଯେ ଆତ୍ମା ଜୀବିତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତି।  କିନ୍ତୁ  ଅନେକ ଜିନିଷ ଏପରି ଛି ଯାହାଦ୍ୱାରା ଆତ୍ମା ଆମ ଆଡ଼କୁ ଆକର୍ଷିତ ହୋଇଥାଏ ଓ ନିଜ ଉପସ୍ଥିତିର ଆମକୁ ଅନୁଭବ କରାଇବାକୁ ଚେଷ୍ଟା କରିଥାଏ। ତେବେ ଆସନ୍ତୁ ଜାଣିବା ସେ ଜିନିଷ ଗୁଡ଼ିକ କ’ଣ

୧. ଗୁରୁଜନମାନେ କୁହନ୍ତି, ସନ୍ଧ୍ୟା ସମୟରେ ଝିଅମାନେ ବାଳ ମୁକୁଳା କରିବା ଉଚିତ ନୁହେଁ। ବିଶେଷ କରି ଅମାବାସ୍ୟା ଓ ପୂର୍ଣ୍ଣିମାରେ ଏପରି କରିବା ଆଦୌ ଉଚିତ୍ ନୁହେଁ। କାରଣ ଏହାଦ୍ୱାରା ନକରାତ୍ମକ ଶକ୍ତି ଆପଣଙ୍କ ଆଡ଼କୁ ଆକର୍ଷିତ ହୋଇଥାଏ।

୨. ରାତିବେଳା ଅଧିକ ମହକୁଥିବା ଅତର ବ୍ୟବହାର କରିବା ଉଚିତ୍ ନୁହେଁ। କାରଣ ସୁଗନ୍ଧ ଦ୍ୱାରା ଆତ୍ମାମାନେ ଆକର୍ଶିତ ହୋଇଥାନ୍ତି। ଆପଣ ଦେଖିଥିବେ ଯାଦୁ ମନ୍ତ୍ର କରୁଥିବା ଲୋକ ଆତ୍ମାକୁ ଡାକିବା ପାଇଁ କଡ଼ା ଗନ୍ଧ ହେଉଥିବା ବସ୍ତୁ ଜଳାଇଥାନ୍ତି। କାରଣ ଆତ୍ମା ଏଥିରେ ଶୀଘ୍ର ଆକର୍ଷିତ ହୋଇଥାନ୍ତି।

୩. ମୃତ ବ୍ୟକ୍ତିଙ୍କୁ ଆପଣ ଯେତେବେଳେ ଅଧିକ ମନେପକାଇଥାନ୍ତି, ତାଙ୍କ ଆତ୍ମା ସେହି ସମୟରେ ଆପଣଙ୍କ ଆଖପାଖରେ ଘୁରିବୁଲୁଥାଏ ଓ ଆପମଙ୍କ ଆଡ଼କୁ ଆକର୍ଷିତ ହୋଇଥାଏ। ସେଥିପାଇଁ କୁହାଯାଏ ଯେ  ମୃତ ବ୍ୟକ୍ତିଙ୍କ ଶେଷକୃତ୍ୟ କରି ଫେରୁଥିବା ସମୟରେ ପଛକୁ ବୁଲି ଚାହାଁବା ଉଚିତ ନୁହେଁ।

୪. ଗର୍ଭବତୀ ମହିଳାଙ୍କ ପ୍ରତି ଆତ୍ମା ଅଧିକ ଆକର୍ଷୀତ ହୋଇଥାନ୍ତି। କୁହାଯାଏ ଯେ ଆତ୍ମା ନୂଆ ଶରୀର ପାଇବା ପାଇଁ ଗର୍ଭବତୀ ମହିଳାଙ୍କ ଆଖପାଖରେ ଘୁରିବୁଲେ। ତେଣୁ ମଧ୍ୟ ରାତ୍ରିରେ ଗର୍ଭବତୀ ମହିଳା ଏକା ଘରୁ ବାହାରିବା ଉଚିତ ନୁହେଁ।

୫. ରୋଗୀମାନଙ୍କଆଡ଼କୁ ମଧ୍ୟ ଆତ୍ମା ଆକର୍ଷୀତ ହୋଇଥାନ୍ତି। ସାଧାରଣତ ଏମାନେ ପିତୃପୁରୁଷ ହୋଇଥାନ୍ତି। କାରଣ ଆପଣ ଯେତେବେଳେ ଅସୁସ୍ଥ ଓ ଦୁର୍ବଳ ହୋଇଯାନ୍ତି ନକରାତ୍ମକ ଶକ୍ତି ଆପଣଙ୍କ ଆଡ଼କୁ ଆକର୍ଷିତ ହୋଇଥାନ୍ତି। କିନ୍ତୁ ଆପଣ ଯେତେବେଳେ ସୁସ୍ଥ ଥାନ୍ତି ଓ ଭିତରୁ ମଜଭୁତ ହୋଇଯାଆନ୍ତି ଯେତେବେଳେ ଆପଣଙ୍କ ନିକଟକୁ କୌଣସି ଖରାପ ଶକ୍ତି ଆସିପାରେ ନାହିଁ। ତେଣୁ ସବୁବେଳେ ଦୃଢ଼ ମନୋବଳ ବନାଇ ରଖିନ୍ତୁ।  ଆପଣଙ୍କ ଆଖପାଖକୁ ଖରାପ ଶକ୍ତି କେବେ ବି ଆସିବେ ନାହିଁ।

୬. ଯେଉଁସ୍ଥାନଗୁଡ଼ିକରେ ନିୟମିତ ଭାବେ ଦୀପ କି ଧୂପ ଦିଆଯାଏ ନାହିଁ, ସେହି ସ୍ଥାନ ଗଦୁଡ଼ିକୁ ଆତ୍ମାମାନେ ନିଜ ଆଶ୍ରୟ ସ୍ଥଳୀ ବନାଇ ଦେଇଥାନ୍ତି। ତେଣୁ ଘରର ପ୍ରତି ରୁମ୍‌ରେ ସବୁଦିନ ଦୀପ କିମ୍ବା ଧୂପ ବୁଲାନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story