ବାଇକ୍‌-ହାଇୱା ମୁହାଁମୁହିଁ ଧକ୍କା; ୩ ମୃତ

ଓଡ଼ିଶାରେ ସଡ଼କ ଦୁର୍ଘଟଣା ରେ ଦିନକୁ ହାରାହାରି ୧୫ ଜଣଙ୍କ ମୃତ୍ୟୁ ଘଟୁଛି।

Accident PhotoOR

ଦୁର୍ଘଟଣାଗ୍ରସ୍ତ ବାଇକ୍

Jitendra Garnayak
  • Published: Friday, 03 November 2023
  • Updated: 03 November 2023, 06:07 PM IST

Sports

Latest News

କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଶାଳପଡ଼ା କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଏକ ଲୁହା ପଥର ବୋଝେଇ ହାଇୱା ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି।

ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଅନ୍ୟ ଦୁଇ ମୃତକ ହେଉଛନ୍ତି ପ୍ରଭୁଦତ୍ତ ବିଶ୍ୱାଳ ଓ ବିଭୁଦତ୍ତ ବିଶ୍ୱାଳ। ସେମାନେ ଦୁଇ ଭାଇ। ବିଭୁଦତ୍ତ ବିଶ୍ୱାଳ ନବମ ଶ୍ରେଣୀରେ ପଢୁଥିଲେ।

ପ୍ରଭୁଦତ୍ତ ଓ ବିଭୁଦତ୍ତଙ୍କ ଘର ଯାଜପୁର ଜିଲ୍ଲା ବାରାଗାଡ଼ିଆରେ ହୋଇଥିବା ବେଳେ ମୃତ ମହିଳାଙ୍କ ଘର ଯାଜପୁରର ଚିଙ୍ଗୁଡ଼ିପାଳ ଅଞ୍ଚଳରେ। ସେମାନେ ଗୋଟିଏ ବାଇକରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।

Also Read

ଅଗ୍ନିଶମ ବାହିନୀ ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଘସିପୁରା ପୁଲିସ ଗାଡ଼ି ଜବତ କରି ଘଟଣାର ତଦନ୍ତ କରୁଛି।

ଓଡ଼ିଶାରେ ସଡ଼କ ଦୁର୍ଘଟଣା ରେ ଦିନକୁ ହାରାହାରି ୧୫ ଜଣଙ୍କ ମୃତ୍ୟୁ ଘଟୁଛି। ଗତବର୍ଷ ରିପୋର୍ଟକୁ ଦେଖିଲେ ଏହା ଜଣାପଡ଼ୁଛି। ଗତବର୍ଷ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୫,୪୬୭ ଜଣ।

୨୦୨୧ ତୁଳନାରେ ୨୦୨୨ରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହାର ୭.୬% ବଢ଼ିଛି। ସେହିପରି ରାଜ୍ୟରେ ଗୁରୁତର ଆହତଙ୍କ ହାର ରହିଛି ୪୬.୯%, ଯାହାକି ସର୍ବଭାରତୀୟ ହାର ଠାରୁ ଅଧିକ। ସାରା ଦେଶରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତଙ୍କ ହାର ରହିଛି ୩୬.୫%।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story