୧୧ ଅକ୍ଟୋବର, ଗୁରୁବାର: ଆଜି ଏହି ରାଶିର ଲୋକେ କଦଳୀ ଦାନ କରନ୍ତୁ

ମେଷ: ଦିନଟି ଭଲରେ କଟିବ। ବ୍ୟବସାୟରେ ଅଧିକ ଲାଭ ହେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ: ବ୍ୟସ୍ତତା ଭିତରେ ଦିନଟି କଟିବ। କ୍ୟାରିଅରରେ ସଫଳତା ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ମିଥୁନ: ଦିନଟି ଖୁସିରେ କଟିବ। ଧନପ୍ରାପ୍ତି ଯୋଗ ରହିଛି। ମାନ-ସମ୍ମାନ ବଢ଼ିବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା,ପଇସା ନେଇ ଚିନ୍ତାରେ ରହିପାରନ୍ତି। ଦିନଟି ଆଜି ବ୍ୟସ୍ତତା ଭିତରେ କଟିବ। ସିଂହ: ଧନପ୍ରାପ୍ତି ଯୋଗ ରହିଛି। ପରିବାର ଲୋକଙ୍କ ସହ […]

Rasi-Fala-2-1-1-3

Rasi-Fala-2-1-1-3

Tapaswini Nayak
  • Published: Thursday, 11 October 2018
  • Updated: 11 October 2018, 07:52 AM IST

ମେଷ: ଦିନଟି ଭଲରେ କଟିବ। ବ୍ୟବସାୟରେ ଅଧିକ ଲାଭ ହେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ବ୍ୟସ୍ତତା ଭିତରେ ଦିନଟି କଟିବ। କ୍ୟାରିଅରରେ ସଫଳତା ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ।

ମିଥୁନ: ଦିନଟି ଖୁସିରେ କଟିବ। ଧନପ୍ରାପ୍ତି ଯୋଗ ରହିଛି। ମାନ-ସମ୍ମାନ ବଢ଼ିବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା,ପଇସା ନେଇ ଚିନ୍ତାରେ ରହିପାରନ୍ତି। ଦିନଟି ଆଜି ବ୍ୟସ୍ତତା ଭିତରେ କଟିବ।

ସିଂହ: ଧନପ୍ରାପ୍ତି ଯୋଗ ରହିଛି। ପରିବାର ଲୋକଙ୍କ ସହ ଆଜି ଦିନଟି କାଟିବେ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି।

କନ୍ୟା: ଜୀବନସାଥୀଙ୍କ ସହଯୋଗ ମିଳିବ। ମାନସିକ ଅଶାନ୍ତିରୁ ମୁକ୍ତି ମିଳିବ। ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ।

ତୁଳା: ଆତ୍ମବିଶ୍ୱାସ ବଢ଼ିବ। କ୍ୟାରିଅରରେ ସଫଳତା ମିଳିବ। ନୂଆ ପୋଷାକ କିଣି ପାରନ୍ତି। ଖର୍ଚ୍ଚାନ୍ତ ହୋଇପାରନ୍ତି।

ବିଛା: ବ୍ୟସ୍ତତା ଭିତରେ ଦିନଟି କଟିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ଧନୁ: ଧନପ୍ରାପ୍ତି ଯୋଗ ରହିଛି। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। କୌଣସି ଶୁଭ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

ମକର: ପୂର୍ବରୁ ଲାଗି ରହିଥିବା ବିବାଦର ଆଜି ସାମାଧାନ ହେବ। ମାନ-ସମ୍ମାନ ବଢ଼ିବ। ବ୍ୟବସାୟକୁ ନେଇ ଚିନ୍ତିତ ରହିପାରନ୍ତି।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। କ୍ୟାରିଅରରେ ସଫଳତା ମିଳିବ। ଅଟକି ରହିଥିବା କାମ ପୂରା ହେବ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ।

ମୀନ:   ଆୟ ଅପେକ୍ଷା ବ୍ୟୟ ବଢ଼ିବ। ଶରୀର କୌଣସି ସ୍ଥାନରେ ଆଘାତ ଲାଗିପାରେ। ସତର୍କ ରୁହନ୍ତୁ। କଦଳୀ ଦାନ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story