୧୪ ସେପ୍ଟେମ୍ୱର, ଶୁକ୍ରବାର: ଏହି ରାଶିର ବ୍ୟକ୍ତିମାନେ ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ

ମେଷ: ଶରୀର ସୁସ୍ଥ ରହିବ। ମନ ପ୍ରଫୁଲ୍ଲିତ ରହିବ। ଘରେ ସୁଖଶାନ୍ତିର ପରିବେଶ ରହିବ। ବୃଷ: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ସତର୍କ ରୁହନ୍ତୁ। ମଧ୍ୟାହ୍ନ ପରେ ଖୁସି ଖବର ଶୁଣିପାରନ୍ତି। ମିଥୁନ:  ସବୁ କାର୍ଯ୍ୟରେ ସଫଳତା ମିଳିବ। ତେଣୁ ମନ ପ୍ରସନ୍ନ ରହିବ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଅପରାହ୍ନରେ ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। କର୍କଟ: କୌଣସି କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। ଦୂରସ୍ଥାନକୁ ଯାଇପାରନ୍ତି। ସିଂହ: […]

RasiFala

Jitendra Garnayak
  • Published: Friday, 14 September 2018
  • , Updated: 14 September 2018, 02:20 AM IST

ମେଷ: ଶରୀର ସୁସ୍ଥ ରହିବ। ମନ ପ୍ରଫୁଲ୍ଲିତ ରହିବ। ଘରେ ସୁଖଶାନ୍ତିର ପରିବେଶ ରହିବ।

ବୃଷ: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ସତର୍କ ରୁହନ୍ତୁ। ମଧ୍ୟାହ୍ନ ପରେ ଖୁସି ଖବର ଶୁଣିପାରନ୍ତି।

ମିଥୁନ:  ସବୁ କାର୍ଯ୍ୟରେ ସଫଳତା ମିଳିବ। ତେଣୁ ମନ ପ୍ରସନ୍ନ ରହିବ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଅପରାହ୍ନରେ ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ।

କର୍କଟ: କୌଣସି କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। ଦୂରସ୍ଥାନକୁ ଯାଇପାରନ୍ତି।

ସିଂହ: ଆତ୍ମବିଶ୍ୱାସ ବଢ଼ିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖର୍ଚ୍ଚ ବଢ଼ିବ।

କନ୍ୟା: ଦିନଟି ଭଲରେ କଟିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ମିଶି ମନୋରଞ୍ଜନ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି।

ତୁଳା: ବ୍ୟବସାୟରେ ଭଲ ଲାଭ ମିଳିବ। ପିଲାଙ୍କ ସଫଳତାକୁ ନେଇ ଖୁସି ହେବେ।

ବିଚ୍ଛା: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ପଦନ୍ନୋତିର ଯୋଗ ରହିଛି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।

ମକର: ଅସୁସ୍ଥ ଅନୁଭବ କରିବେ। ହଠାତ୍ ଖର୍ଚ୍ଚ ବଢ଼ିବ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

କୁମ୍ଭ: ପରିବାରରେ ହସଖୁସିର ବାତାବରଣ ରହିବ। ଯାନବାହନ କିଣି ପାରନ୍ତି। ଘରକୁ ଅତିଥି ଆସି ପାରନ୍ତି।

ମୀନ:  ଲାଗି ରହିଥିବା ଚିନ୍ତା ଦୂର ହେବ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଦହି ଖାଇ ଘରୁ ବାହାରନ୍ତୁ।

Related story