୧୬ ଏପ୍ରିଲ, ଶୁକ୍ରବାର: ଜୀବନ ସାଥୀଙ୍କୁ ନେଇ ଥିବା ମତଭେଦ ଦୂର ହେବ

ମେଷ: ଅପ୍ରିୟ ସତ କହି ସମାଲୋଚନାର ପାତ୍ର ହେବେ । ମାନସିକ ଦୁଶ୍ଚିନ୍ତା ବଢିବ। ମା’ଙ୍କ ଠାରୁ ଉପହାର ଓ ଅର୍ଥ ପ୍ରାପ୍ତିର ଯୋଗ ରହିଛି । ପ୍ରତିକାର-  ଗୋମାତାଙ୍କୁ କ୍ଷୀରି ଖାଇବାକୁ ଦିଅନ୍ତୁ ବୃଷ: ବହୁତ ଗୁଡାଏ କାର୍ଯ୍ୟରେ ଛନ୍ଦି ହୋଇଯିବେ। କାର୍ଯ୍ୟଭାର ବଢି ଚାଲିବ । ବ୍ୟବସାୟରେ ଆଜି ଅର୍ଥ ଲଗାନ୍ତୁ ନାହିଁ । ପାଖ ଜାଗାକୁ ଯାତ୍ରା କରିବେ। ପ୍ରତିକାର-  ଷଣ୍ଢକୁ ରୁଟି ଆଉ ଗୁଡ ଖାଇବାକୁ ଦିଅନ୍ତୁ  । ମିଥୁନ: ପରିବାରରେ […]

RASI

RASI

Niharika Rout
  • Published: Friday, 16 April 2021
  • Updated: 16 April 2021, 08:06 AM IST

ମେଷ: ଅପ୍ରିୟ ସତ କହି ସମାଲୋଚନାର ପାତ୍ର ହେବେ । ମାନସିକ ଦୁଶ୍ଚିନ୍ତା ବଢିବ। ମା’ଙ୍କ ଠାରୁ ଉପହାର ଓ ଅର୍ଥ ପ୍ରାପ୍ତିର ଯୋଗ ରହିଛି । ପ୍ରତିକାର-  ଗୋମାତାଙ୍କୁ କ୍ଷୀରି ଖାଇବାକୁ ଦିଅନ୍ତୁ

ବୃଷ: ବହୁତ ଗୁଡାଏ କାର୍ଯ୍ୟରେ ଛନ୍ଦି ହୋଇଯିବେ। କାର୍ଯ୍ୟଭାର ବଢି ଚାଲିବ । ବ୍ୟବସାୟରେ ଆଜି ଅର୍ଥ ଲଗାନ୍ତୁ ନାହିଁ । ପାଖ ଜାଗାକୁ ଯାତ୍ରା କରିବେ। ପ୍ରତିକାର-  ଷଣ୍ଢକୁ ରୁଟି ଆଉ ଗୁଡ ଖାଇବାକୁ ଦିଅନ୍ତୁ  ।

ମିଥୁନ: ପରିବାରରେ ଭଲ ବୁଝାମଣା ହୋଇପାରେ। ଅଯଥା ଖର୍ଚ୍ଚକୁ ଏଡାଇ ଦିଅନ୍ତୁ । ଅଜଣା ବ୍ୟକ୍ତିଙ୍କୁ ବିଶ୍ୱାସ କରି କୌଣସି କାର୍ଯ୍ୟ କରନ୍ତୁ ନାହିଁ । ପ୍ରତିକାର-ସୂର୍ଯ୍ୟଙ୍କୁ ଗୁଡ ଜଳ ଅର୍ପଣ କରନ୍ତୁ  ।

 କର୍କଟ: ବ୍ୟବସାୟ ବାଣିଜ୍ୟରୁ ଆଶାଠାରୁ ଅଧିକ ଲାଭବାନ ହେବେ । ସାମାଜିକ ପ୍ରତିଷ୍ଠା ବଢିବ। ଅର୍ଥ ଆୟ ପାଇଁ ବ୍ୟବସାୟରେ ନୂତନ କୌଶଳ ପ୍ରୟୋଗ କରିବେ । କାର୍ଯ୍ୟରେ ବହୁତ ବ୍ୟସ୍ତ ରହିବେ । ପ୍ରତିକାର-ଚନ୍ଦନ ଓ କର୍ପୂର ଶିବଲିଙ୍ଗରେ ଅର୍ପଣ କରନ୍ତୁ ।

ସିଂହ: ପରିବାରକୁ ପାଖରେ ପାଇ ମନରେ ଖୁସି ରହିବ।  ମନ ପସନ୍ଦର କାର୍ଯ୍ୟ କରିବେ । ପୂଜା ପାଠରେ ଆଗ୍ରହ ବଢିବ, କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

କନ୍ୟା: ପୂର୍ବରୁ କରିଥିବା କାର୍ଯ୍ୟର ଫଳ ମିଳିବ। ଧର୍ମ ଅନୁଷ୍ଠାନ ସହ ଯୋଡି ହେବେ । ପୂଜା ପାଠ ଆଧ୍ୟାତ୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ,ଗୁରୁଙ୍କ ଆଶିର୍ବାଦ ମିଳିବ।  ପ୍ରତିକାର- ଗୀତା ପାଠ କରନ୍ତୁ ।

ତୁଳା: କୌଣସି କାର୍ଯ୍ୟ କରିବା ପୂର୍ବରୁ ସତର୍କ ରୁହନ୍ତୁ । ଅର୍ଥକୁ ନେଇ ଚିନ୍ତିତ ରହିବେ । ନିଜ ଲୋକଙ୍କଠାରୁ କଷ୍ଟର ଅନ୍ତ ଘଟିବ। ଦୂର ଯାତ୍ରା କରନ୍ତୁ ନାହିଁ । ପ୍ରତିକାର- ହଳଦୀ ଜଳରେ ସ୍ନାନ କରନ୍ତୁ ।

ବିଛା: ଜୀବନସାଥୀଙ୍କ ଦ୍ୱାରା ଆଜି ଆପଣଙ୍କ ଭାଗ୍ୟ ବଦଳିଯିବ। ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ ।  ଜୀବନ ସାଥୀଙ୍କୁ ନେଇ କୌଣସି ମତଭେଦ ଥିଲେ ଆଜି ତାହା ଦୂର ହୋଇଯିବ। ପ୍ରତିକାର- ପାରାକୁ ଅରୁଆ ଚାଉଳ ଖାଇବାକୁ ଦିଅନ୍ତୁ  ।

ଧନୁ: ଯାହା ଭାବୁଚନ୍ତି ତାହା ଆଜି ପାଇପାରିବେନି । ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ । ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ। କଳି ଝଗଡା ଠାରୁ ଦୂରେଇ ରୁହନ୍ତୁ ।  ଶତ୍ରୁ ଆପଣଙ୍କର କ୍ଷତି କରି ପାରିବେ ନାହିଁ । ପ୍ରତିକାର-ବଜରଙ୍ଗ ବାଣ ପାଠ କରନ୍ତୁ

ମକର: ନିଜ ଲୋକଙ୍କଠାରୁ ଖୁସି ପାଇବେ, ପିଲାମାନଙ୍କ ସହିତ ସୁନ୍ଦର ସମୟ  ଅତିବାହିତ କରିବେ । ନୂତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ । ଯାହାକୁ ଭଲ ପାଉଛନ୍ତି ତାଙ୍କୁ ସନ୍ଦେହ କରନ୍ତୁ ନାହିଁ। ପ୍ରତିକାର- ମୟୂର ପୁଛରେ ନିଜ ଦେହକୁ ଝାଡି ନିଅନ୍ତୁ   ।

କୁମ୍ଭ: ମା’ଙ୍କ ସହିତ ମନମାଳିନ୍ୟ ହୋଇପାରେ, କିନ୍ତୁ କ୍ରୋଧରେ କିଛି କୁହନ୍ତୁ ନାହିଁ । ଇଛା ନଥିବା ସ୍ଥାନକୁ ଭ୍ରମଣ କରିବେ । ଗାଡି ଧିରେ ଚଳାନ୍ତୁ, ଯାତ୍ରା କଷ୍ଟ ରହିଛି । ପ୍ରତିକାର- ଗଣେଶଙ୍କୁ କର୍ପୂର ଆଳତୀ କରନ୍ତୁ ।

ମୀନ: ସୋଶାଲ ମିଡିଆରେ ଆଜି ବହୁତ ପ୍ରଶଂସା ମିଳିବ। ସମ୍ପର୍କୟଙ୍କ ଦ୍ୱାରା ବହୁ କାର୍ଯ୍ୟ ସମ୍ପାଦିତ ହୋଇଯିବ।  ଭାଇ ଭଉଣୀଙ୍କ ସହିତ ସମସ୍ୟାର ଆଲୋଚନା କରି ସମାଧାନର ବାଟ ବାହାରିଯିବ । ପ୍ରତିକାର- ଛୋଟ ପିଲାଙ୍କୁ କିଛି ଉପହାର ଦିଅନ୍ତୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story