ସେପ୍ଟେମ୍ବର ୨୨, ଶନିବାର: ଏହି ରାଶିର ଲୋକେ କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ

ମେଷ: ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। ଦେଖିଚାହିଁ ଦିନଟି କାଟନ୍ତୁ। ବୃଷ: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରନ୍ତୁ ନାହିଁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଗୁଡ଼ ଖାଇ ଦିନଟି ଆରମ୍ଭ କରନ୍ତୁ। ମିଥୁନ: ପରିବାର ଲୋକଙ୍କ ସହିତ ଖୁସିରେ ଦିନଟି କାଟିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଚାକିରିଆମାନେ ପଦୋନ୍ନତି ପାଇପାରନ୍ତି। କର୍କଟ: କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିବ। କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ। ତେବେ ସ୍ୱାସ୍ଥ୍ୟ ଭଲ ରହିବ। ଖାଦ୍ୟପେୟ […]

RasiFala

RasiFala

Jitendra Garnayak
  • Published: Saturday, 22 September 2018
  • Updated: 22 September 2018, 02:00 AM IST

Sports

Latest News

ମେଷ: ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। ଦେଖିଚାହିଁ ଦିନଟି କାଟନ୍ତୁ।

ବୃଷ: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରନ୍ତୁ ନାହିଁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଗୁଡ଼ ଖାଇ ଦିନଟି ଆରମ୍ଭ କରନ୍ତୁ।

ମିଥୁନ: ପରିବାର ଲୋକଙ୍କ ସହିତ ଖୁସିରେ ଦିନଟି କାଟିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଚାକିରିଆମାନେ ପଦୋନ୍ନତି ପାଇପାରନ୍ତି।

କର୍କଟ: କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିବ। କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ। ତେବେ ସ୍ୱାସ୍ଥ୍ୟ ଭଲ ରହିବ। ଖାଦ୍ୟପେୟ ପ୍ରତି ଯତ୍ନବାନ ରୁହନ୍ତୁ।

ସିଂହ: କୌଣସି ଗରିବ ଲୋକ ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ। ତାଙ୍କୁ ଯଥାସମ୍ଭବ ସାହାଯ୍ୟ କରନ୍ତୁ। କାହାକୁ କଟୁ କଥା କୁହନ୍ତୁ ନାହିଁ।

କନ୍ୟା: ଚାକିରି ପାଇଁ ନୂଆ ଅଫର୍ ଆସିପାରେ। ଧନପ୍ରାପ୍ତି ଯୋଗ ରହିଛି। ନୂତନ ବ୍ୟବସାୟ ଆରମ୍ଭ ପାଇଁ ବି ମନ ବଳାଇ ପାରନ୍ତି।

ତୁଳା: ଖର୍ଚ୍ଚ ବଢ଼ିବ। ଘରକୁ ଅତିଥି ଆସିପାରନ୍ତି। ଘରେ କାହାର ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ପାରେ।

ବିଛା: ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଯେକୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କଲା ବେଳେ ବିଶେଷଜ୍ଞମାନଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ।

ଧନୁ: କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ପରାମର୍ଶ ଅନୁଯାୟୀ କାମ କରନ୍ତୁ।

ମକର: ବ୍ୟବସାୟରେ ଭଲ ଲାଭ ମିଳିବ। ଅହଙ୍କାର ପରିତ୍ୟାଗ କରନ୍ତୁ। ମନକୁ ଶାନ୍ତ ରଖନ୍ତୁ।

କୁମ୍ଭ: ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖା ଦେଇପାରେ। ଭାବିଚିନ୍ତି ସବୁ କାମ କରନ୍ତୁ, ନହେଲେ ନିଜେ ସମସ୍ୟାରେ ପଡ଼ିବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମୀନ: ଶାରୀରିକ ପରିଶ୍ରମ କରନ୍ତୁ। ତା’ହେଲେ ସ୍ୱାସ୍ଥ୍ୟ ଭଲ ରହିବ। ପରିବାରକୁ ସମୟ ଦିଅନ୍ତୁ। କୌଣସି ବନ୍ଧୁ ଆଜି ସହାୟତାର ହାତ ବଢ଼ାଇ ପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story