୨୬ ଫେବ୍ରୁଆରୀ, ଶୁକ୍ରବାର: ନୂତନ ନିଯୁକ୍ତି ସୁଯୋଗ ମିଳିପାରେ

ମେଷ: ପରିବାରରେ ସୁଖଶାନ୍ତି ବଜାୟ ରହିବ। ସାକ୍ଷାତକାରରେ ଉଚ୍ଚ ପ୍ରଂଶସିତ ହେବେ। ବ୍ୟବସାୟକୁ ବଢ଼ାଇବାରେ ସମର୍ଥ ହେବେ। ପ୍ରତିକାର– ଅସହାୟକୁ ନିରାଶ କରନ୍ତୁ ନାହିଁ। ବୃଷ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ। ନୂତନ ନିଯୁକ୍ତି ସୁଯୋଗ ମିଳିପାରେ। ପ୍ରତିକାର– ମା’, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ। ମିଥୁନ: ଆର୍ଥିକ ସ୍ଥିତି ଭଲ ରହିବ। ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବ। ବ୍ୟବସାୟରେ ସଫଳତା ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। […]

Daily Horoscope

Daily Horoscope

Jitendra Garnayak
  • Published: Friday, 26 February 2021
  • Updated: 26 February 2021, 08:19 AM IST

Sports

Latest News

ମେଷ: ପରିବାରରେ ସୁଖଶାନ୍ତି ବଜାୟ ରହିବ। ସାକ୍ଷାତକାରରେ ଉଚ୍ଚ ପ୍ରଂଶସିତ ହେବେ। ବ୍ୟବସାୟକୁ ବଢ଼ାଇବାରେ ସମର୍ଥ ହେବେ। ପ୍ରତିକାର- ଅସହାୟକୁ ନିରାଶ କରନ୍ତୁ ନାହିଁ।

ବୃଷ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ। ନୂତନ ନିଯୁକ୍ତି ସୁଯୋଗ ମିଳିପାରେ। ପ୍ରତିକାର- ମା’, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ: ଆର୍ଥିକ ସ୍ଥିତି ଭଲ ରହିବ। ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବ। ବ୍ୟବସାୟରେ ସଫଳତା ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

କର୍କଟ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ପ୍ରାପ୍ତି ହେବ। ସମାଜରେ ମାନସମ୍ମାନ ବଢ଼ିବ। ବ୍ୟବସାୟରେ ଉତ୍ତମ ଆୟ ହେବ। ପ୍ରତିକାର- ହରିଡ଼ା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ସିଂହ: ବ୍ୟସ୍ତତା ଭିତରେ ଦିନଟି କଟିବ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ପାରିବାରରେ ସାମାନ୍ୟ ଅଶାନ୍ତି ଦେଖା ଦେଇପାରେ। ପ୍ରତିକାର- ଅଶ୍ୱତ୍ଥ ବୃକ୍ଷମୂଳରେ ଗୁଡ଼ ରଖି ପ୍ରଣାମ କରନ୍ତୁ।

କନ୍ୟା: ସ୍ୱାସ୍ଥ୍ୟରେ ଉନ୍ନତି ହେବ। କରଜର ମାତ୍ରା ହ୍ରାସ ପାଇବ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ। ପ୍ରତିକାର- ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

ତୁଳା: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ମାନସମ୍ମାନ ବୃଦ୍ଧି ପାଇବ। ପରିବାରରେ ଦେଖା ଦେଇଥିବା ଅଶାନ୍ତି ଦୂର ହେବ। ଶତ୍ରୁମାନେ ପରାଜିତ ହେବେ। ପ୍ରତିକାର- ମା’, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଛା: ନମ୍ର ହୁଅନ୍ତୁ। କାହା ଉପରେ ରାଗି ଗାଳିଗୁଲଜ କରନ୍ତୁ ନାହିଁ। ଆୟ ବଢ଼ିବ ନାହିଁ। କିନ୍ତୁ ବ୍ୟୟ ବଢ଼ିବ। ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

ଧନୁ: କଠିନ ପରିଶ୍ରମ କରିବେ। ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି। ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଗାଡ଼ିରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ପ୍ରତିକାର- ଗୋମାତାଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ମକର: ଶତ୍ରୁମାନେ ପରାଜିତ ହେବେ। ବୁଦ୍ଧି ଖଟାଇ ସମାସ୍ୟାର ସମାଧାନ କରିପାରିବେ। ପତିପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ। ପ୍ରତିକାର- ଟିକେ ମହୁ ଖାଇ ଘରୁ ବାହାରନ୍ତୁ।

କୁମ୍ଭ: ପ୍ରକାଶନ, ସଙ୍ଗଠନ ଓ ଅନୁସନ୍ଧାନ କାର୍ଯ୍ୟରେ ପ୍ରଶଂସିତ ହେବେ। ବନ୍ଧୁଙ୍କ ସହଯୋଗ ମିଳିବ। ଘରକୁ ଅତିଥି ଆସିପାରନ୍ତି। ପ୍ରତିକାର- ମା’, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ: ଘରେ ହସଖୁସିର ବାତାବରଣ ସୃଷ୍ଟି ହେବ। ଭଲ ଭାବରେ ଚିନ୍ତା କରି ପ୍ରତିଟି ନିଷ୍ପତ୍ତି ନିଅନ୍ତୁ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story