୩ ଏପ୍ରିଲ, ଶନିବାର: ସାଧାରଣ କଥା ଅସାଧାରଣ ପରିସ୍ଥିତି ସୃଷ୍ଟି କରିବ

ମେଷ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖ ଶାନ୍ତିରେ କଟିବ । ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ଲାଭ କରିବେ । ଅପେକ୍ଷାରତ ସୁସମ୍ବାଦଟି ପାଇ ଆନନ୍ଦିତ ହେବେ । ପ୍ରତିକାର- କିଛି ମହୁ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ  । ବୃଷ: ପ୍ରତ୍ୟେକଟି ଦିଗରେ ନିନ୍ଦା, ଅପନିନ୍ଦା ଓ ଅସମ୍ମାନିତ ହୋଇପାରନ୍ତି  । କାର୍ଯ୍ୟକ୍ଷେତ୍ରରେ ବୃଥା ଆରୋପରେ ଦୋଷୀ ସାବ୍ୟସ୍ତ ହେବେ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖାଦେଇପାରେ । ପ୍ରତିକାର-ଶ୍ରୀଗଣେଶଙ୍କ ଗାୟତ୍ରୀ ମନ୍ତ୍ରକୁ […]

RASI

RASI

Niharika Rout
  • Published: Saturday, 03 April 2021
  • Updated: 03 April 2021, 08:17 AM IST

Sports

Latest News

ମେଷ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖ ଶାନ୍ତିରେ କଟିବ । ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ଲାଭ କରିବେ । ଅପେକ୍ଷାରତ ସୁସମ୍ବାଦଟି ପାଇ ଆନନ୍ଦିତ ହେବେ । ପ୍ରତିକାର- କିଛି ମହୁ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ  ।

ବୃଷ: ପ୍ରତ୍ୟେକଟି ଦିଗରେ ନିନ୍ଦା, ଅପନିନ୍ଦା ଓ ଅସମ୍ମାନିତ ହୋଇପାରନ୍ତି  । କାର୍ଯ୍ୟକ୍ଷେତ୍ରରେ ବୃଥା ଆରୋପରେ ଦୋଷୀ ସାବ୍ୟସ୍ତ ହେବେ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖାଦେଇପାରେ । ପ୍ରତିକାର-ଶ୍ରୀଗଣେଶଙ୍କ ଗାୟତ୍ରୀ ମନ୍ତ୍ରକୁ ୨୭ ଥର ଜପ କରନ୍ତୁ।

ମିଥୁନ: କୌଣସି ଶୁଭ କାର୍ଯ୍ୟରେ ଯୋଗଦାନ କରିବାର ସୁଯୋଗ ରହିଛି । କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ । ଉତ୍ତମ ଭୋଜନ ସହିତ ନୂତନ ବସ୍ତ୍ର ଆଭୁଷଣ ପ୍ରାପ୍ତି ହେବ। ପ୍ରତିକାର-ଗାଈକୁ କିଛି ଦୁବ ଘାସ ଖାଇବାକୁ ଦିଅନ୍ତୁ ।

 କର୍କଟ: ଗୃହକୁ ବନ୍ଧୁଙ୍କ ଆଗମନ ହେବ । ଯାହା ଫଳରେ ମନ ଖୁସି ରହିବ। ମହିଳାମାନଙ୍କ କାର୍ଯ୍ୟ ଘରେ ତଥା ବାହାରେ ପ୍ରଶଂସନୀୟ ହେବ। ଛାତ୍ରଛାତ୍ରୀମାନେ ବିଦ୍ୟା ଅଧ୍ୟୟନରେ ମନ ନିବେଶ କରିବେ।  ପ୍ରତିକାର-ଧଳା ରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ।

ସିଂହ: ବହୁଦିନରୁ ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ । ବିବାଦୀୟ ଘଟଣାରେ ଜୟଯୁକ୍ତ ହେବେ। ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସଫଳତା ଲାଭ କରିବେ । ପ୍ରତିକାର- ଗାଈକୁ କିଛି ଗୁଡ ଖାଇବାକୁ ଦିଅନ୍ତୁ ।

କନ୍ୟା: କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ନିଜ ଜୀବନ ସାଥୀର ପ୍ରେରଣା ପାଇ ଉପକୃତ ହେବେ। ବ୍ୟବସାୟୀମାନେ ଆଶାନୁରୂପ ଲାଭବାନ ହେବେ। ପ୍ରତିକାର- ଗାଧୋଇ ତୁଳସି ମୂଳରେ ଜଳ ପ୍ରଦାନ କରନ୍ତୁ।

ତୁଳା: ଗୁପ୍ତ ଶତ୍ରୁ ଭୟ ମନରେ ଆଶା ଆଶଙ୍କା ସୃଷ୍ଟି କରିବ । ଅପ୍ରିୟ ସତ୍ୟକଥା କହି ଦୋଷୀ ସାବ୍ୟସ୍ତ ହେବେ। ନିଜର ଲୋକମାନେ ପରୋକ୍ଷରେ ବିରୁଦ୍ଧାଚରଣ କରିବେ। ପ୍ରତିକାର-  ନମଃ ଶିବାୟ ମନ୍ତ୍ର କୁ ୧୦୮ ଥର ଜପ କରନ୍ତୁ।

ବିଛା: ପ୍ରତ୍ୟେକଟି କାର୍ଯ୍ୟରେ ବାଧାବିଘ୍ନ ଘାତ ପ୍ରତିଘାତ ଦେଖାଦେବ। ଯାତ୍ରା କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ବୃତ୍ତିଗତ ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ ନାହିଁ । ପ୍ରତିକାର- ହନୁମାନ ଚାଳିଶା ୧୧ ଥର ପାଠ କରନ୍ତୁ ।

ଧନୁ: ନିଜ ଯୋଜନା ଅନୁସାରେ କାର୍ଯ୍ୟ କରି ସଫଳତା ପାଇବେ । ସମାଜରେ ଲୋକ ସମ୍ପର୍କ ବୃଦ୍ଧି ପାଇବ ଓ ମାନ ସମ୍ମାନର ଅଧିକାରୀ ହେବେ । ନୃତ୍ୟ,ସଂଗୀତ,ଅଭିନୟ କ୍ଷେତ୍ରରେ କୃତ୍ତିତ୍ୱ ଅର୍ଜନ କରିବେ । ପ୍ରତିକାର-ଶ୍ରୀଜଗନ୍ନାଥଙ୍କ ପାଖରେ ଘୃତ ଦୀପଟିଏ ପ୍ରଦାନ କରନ୍ତୁ ।

ମକର: ଗୁପ୍ତ ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ । ସାଧାରଣ କଥା ଅସାଧାରଣ ପରିସ୍ଥିତି ସୃଷ୍ଟି କରିବ। ସନ୍ତାନମାନଙ୍କ କାର୍ଯ୍ୟକଳାପ ମନକୁ ଭାରାକ୍ରାନ୍ତ କରାଇବ । ପ୍ରତିକାର- ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ୨୭ ଥର ଜପ କରନ୍ତୁ ।

କୁମ୍ଭ: ହେବାକୁ ଥିବା କାର୍ଯ୍ୟରେ ପ୍ରତିବନ୍ଧକ ମାନ ସୃଷ୍ଟି ହେବ । ମହିଳାମାନଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ଦେଖାଦେଇପାରେ। ଛାତ୍ରଛାତ୍ରୀମାନେ ପାଠ ପଢାରେ  ମନଯୋଗୀ ହେବେ ନାହିଁ । ପ୍ରତିକାର- ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ୨୭ ଥର ଜପ କରନ୍ତୁ।

ମୀନ: ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟଗୁଡିକ ଠିକ ଭାବେ ସମ୍ପନ୍ନ ହେବ। ରାଜନୀତି କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ ହେବ । ବ୍ୟବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ଅଧିକ ଲାଭବାନ ହେବେ। ପ୍ରତିକାର- ସାତଟି ଚକୋଲେଟ ବା ବୁନ୍ଦି ଲଡୁ ସାତଜଣ ପିଲାଙ୍କୁ ବାଣ୍ଟନ୍ତୁ  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story