୨ ଏପ୍ରିଲ, ଶୁକ୍ରବାର: ଜଗି ରଖି ଚଳନ୍ତୁ

ମେଷ:ପାରିବାରିକ ଅଶାନ୍ତି ଓ ମନୋମାଳିନ୍ୟ ମନକୁ ଭାରାକ୍ରାନ୍ତ କରାଇବ। ବୃଥା ଭ୍ରମଣ, ଅଯଥା ଖର୍ଚ୍ଚ ଓ ଅଙ୍ଗପୀଡା ଦେଖାଦେବ । ତେଣୁ ଜଗି ରଖି ଚଳନ୍ତୁ । ସ୍ୱାସ୍ଥ୍ୟଗତ କାରଣକୁ ନେଇ ମହିଳାମାନେ ଚିନ୍ତିତ ରହିବେ । ପ୍ରତିକାର- ମା’ ପାର୍ବତୀଙ୍କୁ ସାତଟି ଲାଲ ମନ୍ଦାରଫୁଲ ଚଢାନ୍ତୁ ଓ ମାଙ୍କ ସିନ୍ଦୁର ନିଜ ମଥାରେ ଲଗାନ୍ତୁ । ବୃଷ:  ପ୍ରତ୍ୟେକଟି କାମରେ ସିଦ୍ଧିଲାଭ କରିବେ ଓ ପ୍ରଶଂସାର ପାତ୍ର ହେବେ । କୌଣସି ମନୋରଞ୍ଜନ ଧର୍ମୀ କାର୍ଯ୍ୟରେ […]

RASI

RASI

Niharika Rout
  • Published: Friday, 02 April 2021
  • Updated: 02 April 2021, 08:19 AM IST

ମେଷ:ପାରିବାରିକ ଅଶାନ୍ତି ଓ ମନୋମାଳିନ୍ୟ ମନକୁ ଭାରାକ୍ରାନ୍ତ କରାଇବ। ବୃଥା ଭ୍ରମଣ, ଅଯଥା ଖର୍ଚ୍ଚ ଓ ଅଙ୍ଗପୀଡା ଦେଖାଦେବ । ତେଣୁ ଜଗି ରଖି ଚଳନ୍ତୁ । ସ୍ୱାସ୍ଥ୍ୟଗତ କାରଣକୁ ନେଇ ମହିଳାମାନେ ଚିନ୍ତିତ ରହିବେ । ପ୍ରତିକାର- ମା’ ପାର୍ବତୀଙ୍କୁ ସାତଟି ଲାଲ ମନ୍ଦାରଫୁଲ ଚଢାନ୍ତୁ ଓ ମାଙ୍କ ସିନ୍ଦୁର ନିଜ ମଥାରେ ଲଗାନ୍ତୁ ।

ବୃଷ:  ପ୍ରତ୍ୟେକଟି କାମରେ ସିଦ୍ଧିଲାଭ କରିବେ ଓ ପ୍ରଶଂସାର ପାତ୍ର ହେବେ । କୌଣସି ମନୋରଞ୍ଜନ ଧର୍ମୀ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ମହିଳାମାନେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ସମ୍ମାନିତ ହେବେ । ପ୍ରତିକାର-  ନମଃ ଶିବାୟ ମନ୍ତ୍ରକୁ ୨୭ ଥର ଜପ କରନ୍ତୁ ।

ମିଥୁନ: ଶତ୍ରୁମାନେ ପରାଜିତ ହେବେ ଓ ଆପଣ କାର୍ଯ୍ୟରେ ସଫଳ ହେବେ । କୌଣସି ନୂତନ ଯାନବାହନ କ୍ରୟ କରିବାର ସୁଯୋଗ ରହିଛି । କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆସ୍ଥା ଭାଜନ ହେବେ। ପ୍ରତିକାର-ଶ୍ରୀଜଗନ୍ନାଥଙ୍କ ନିକଟରେ ସାତଟି ତୁଳସୀ ମଞ୍ଜରୀ ଚଢାନ୍ତୁ   ।

 କର୍କଟ:ସମସ୍ତ କ୍ଷେତ୍ରରୁ ବାଧାବିଘ୍ନ ଦେଖାଦେଇପାରେ । ତେଣୁ ଜଗିରଖି କାର୍ଯ୍ୟ କରନ୍ତୁ । ସନ୍ତାନମାନଙ୍କ କାର୍ଯ୍ୟକଳାପକୁ ନେଇ ଦୁଃଖ ପ୍ରକାଶ କରିବେ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ହେବାର ଯୋଗ ରହିଛି । ପ୍ରତିକାର-ମହାଦେବଙ୍କ ପାଖରେ କିଛି କଞ୍ଚା କ୍ଷୀର ଓ ୫ଟି ତ୍ରିଶାଖା ବେଲପତ୍ର ଚଢାନ୍ତୁ ।

ସିଂହ: ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି, ସ୍ନେହ ଶ୍ରଦ୍ଧା ଅତୁଟ ରହିବ । ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ପାଇବେ । ବ୍ୟବସାୟ ବାଣିଜ୍ୟରେ ଉନ୍ନତି ପରିଲକ୍ଷିତ ହେବ । ପ୍ରତିକାର- ଗାଈକୁ କିଛି ଗୁଡ ଖାଇବାକୁ ଦିଅନ୍ତୁ  ।

କନ୍ୟା: ବହୁ ଦିନର ବାଦବିବାଦ ଓ ଅଶାନ୍ତି ଦୂର ହେଇଯିବ। ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରିକୃତ ହେବ । ଯାହା ଫଳରେ ମନ ଖୁସି ରହିବ । ମହିଳାମାନେ କାମ କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ । ନଚେତ୍ ଦୁର୍ଘଟଣା ହୋଇପାରେ । ପ୍ରତିକାର- ଗୃହର ପ୍ରବେଶ ପଥରେ ପୂର୍ଣ୍ଣ କୁମ୍ଭଟିଏ ସ୍ଥାପନ କରନ୍ତୁ।

 ତୁଳା: ଗୁପ୍ତ ଶତ୍ରୁମାନେ ଚକ୍ରାନ୍ତ କରି ବିପଦରେ ପକାଇ ପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ପ୍ରତ୍ୟେକଟି କାର୍ଯ୍ୟରେ ବିଳମ୍ବ ହେବ ଓ ନାନା ପ୍ରକାର ସମସ୍ୟା ଦେଖାଦେବ। ପ୍ରତିକାର- ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ।

ବିଛା: ଶରୀର ସୁସ୍ଥ ମନ ପ୍ରସନ୍ନ ରହିବା ସହିତ ଉତ୍ତମ ଭୋଜନ ପ୍ରାପ୍ତ ହେବ । ଅଟକି ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ । ଛାତ୍ରଛାତ୍ରୀମାନେ ପ୍ରତ୍ୟେକ କ୍ଷେତ୍ରରେ କୃତକାର୍ଯ୍ୟ ହେବେ । ପ୍ରତିକାର- ସାତଟି ବୁନ୍ଦି ଲଡୁ ସାତଜଣ ଛୋଟ ପିଲାଙ୍କୁ ବାଣ୍ଟନ୍ତୁ  ।

ଧନୁ: କୌଣସି ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ । ଜନ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ମହିଳାମାନଙ୍କ କାର୍ଯ୍ୟ ଆଦରଣୀୟା ହେବ । ପ୍ରତିକାର-ହଳଦୀ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

ମକର: ପ୍ରତ୍ୟେକଟି କ୍ଷେତ୍ରରେ ସାହାଯ୍ୟ ସହାନୁଭୁତି ପାଇବେ । ଅନେକ ଦିନର ବକେୟା ଅର୍ଥ ପ୍ରାପ୍ତି ହେବ । ମହିଳାମାନେ ଜଗିରଖି କାର୍ଯ୍ୟ କରନ୍ତୁ । ନଚେତ୍ ଶରୀରରେ ଅଘାତ ଲାଗିବାର ଆଶଙ୍କା ରହିଛି। ପ୍ରତିକାର- ୧୧ଟି ରାଶି ଲଡୁ ଶ୍ରୀଗଣେଶଙ୍କ ପାଖରେ ଭୋଗ କରନ୍ତୁ ।

କୁମ୍ଭ: ପ୍ରିୟ କଥା କହି ସମସ୍ତ କାର୍ଯ୍ୟ ହାସଲ କରିବେ । କୌଣସି ନୂତନ ସ୍ଥାନକୁ ଯାତ୍ରା କରିବାର ସୁଯୋଗ ରହିଛି । ସାମାଜିକ ସ୍ତରରେ ମାନସମ୍ମାନ ବୃଦ୍ଧି ଘଟିବ।  ପ୍ରତିକାର- କୁଆକୁ କିଛି ରୁଟି ବା ଚାଉଳ ଖାଇବାକୁ ଦିଅନ୍ତୁ।

ମୀନ: ସନ୍ଦେହ ଓ ଭୁଲ ବୁଝାମଣାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡ ଝଞ୍ଜା ଦେଖାଦେବ । ଶରୀରର କୌଣସି ଅଙ୍ଗରେ ପୀଡା ଅନୁଭବ କରିପାରନ୍ତି । ପ୍ରତ୍ୟେକଟି କ୍ଷେତ୍ରରେ ଅପମାନିତ ତଥା ଲଜ୍ଜିତ ହୋଇପାରନ୍ତି । ତେଣୁ ଭାବି ଚିନ୍ତି କାର୍ଯ୍ୟ କରନ୍ତୁ । ପ୍ରତିକାର- ଶ୍ରୀ ଜଗନ୍ନାଥଙ୍କୁ ସାତଟି ହଳଦିଆ ଫୁଲ ଅର୍ପଣ କରନ୍ତୁ ଓ ଘୃତ ଦୀପଟିଏ ଜାଳନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story