୩୦ ଡିସେମ୍ୱର, ରବିବାର: ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ

ମେଷ: ଅଳସୁଆ ଅନୁଭବ କରିବେ। ଘରକୁ ଅତିଥି ଆସି ପାରନ୍ତି। ବ୍ୟସ୍ତତା ଭିତରେ ଦିନଟି କଟିବ। ବୃଷ: ମିଠା କଥା କହି ଲୋକଙ୍କ ମନ ଜିତିବେ। ଅଧିକ ପରିଶ୍ରମ କରିବେ। ପାଚନ ତନ୍ତ୍ରରେ କଷ୍ଟ ଅନୁଭବ କରିବେ। ମିଥୁନ: ଦ୍ୱନ୍ଦ୍ୱ ଭିତରେ ରହିବେ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। କର୍କଟ: ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଭାଗ୍ୟ ବୃଦ୍ଧି ହେବ। ସିଂହ: ନୂତନ କାର୍ଯ୍ୟ ପାଇଁ ଯୋଜନା […]

Rasi-Fala

Rasi-Fala

Jyoshna Pradhan
  • Published: Sunday, 30 December 2018
  • Updated: 30 December 2018, 07:30 AM IST

Sports

Latest News

ମେଷ: ଅଳସୁଆ ଅନୁଭବ କରିବେ। ଘରକୁ ଅତିଥି ଆସି ପାରନ୍ତି। ବ୍ୟସ୍ତତା ଭିତରେ ଦିନଟି କଟିବ।

ବୃଷ: ମିଠା କଥା କହି ଲୋକଙ୍କ ମନ ଜିତିବେ। ଅଧିକ ପରିଶ୍ରମ କରିବେ। ପାଚନ ତନ୍ତ୍ରରେ କଷ୍ଟ ଅନୁଭବ କରିବେ।

ମିଥୁନ: ଦ୍ୱନ୍ଦ୍ୱ ଭିତରେ ରହିବେ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

କର୍କଟ: ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଭାଗ୍ୟ ବୃଦ୍ଧି ହେବ।

ସିଂହ: ନୂତନ କାର୍ଯ୍ୟ ପାଇଁ ଯୋଜନା କରିପାରନ୍ତି। ଖର୍ଚ୍ଚ ବଢ଼ିବ। ଅଟକି ରହିଥିବା  କାର୍ଯ୍ୟ ସଂପୂର୍ଣ୍ଣ କରିବେ।

କନ୍ୟା: ଦିନଟି ଭଲରେ କଟିବ। ସୁସ୍ଥ ରହିବେ। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ତୁଳା: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। କୌଣସି ଧାର୍ମିକ ସ୍ଥଳୀକୁ ଯାଇପାରନ୍ତି।

ବିଚ୍ଛା: ବିବାହ ସ୍ଥିର ହୋଇପାରେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

ଧନୁ: ପଦନ୍ନୋତି ଯୋଗ ରହିଛି। ଧନପ୍ରାପ୍ତି ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ମକର: ବୌଦ୍ଧିକ ଚର୍ଚ୍ଚାରେ ଯୋଗ ଦେଇପାରନ୍ତି। ପିଲାଙ୍କ ପାଠପଢ଼ା ନେଇ ଚିନ୍ତିତ ରହିବେ। ଅଯଥା ଖର୍ଚ୍ଚଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: ଅନୈତିକ କାର୍ଯ୍ୟଠାରୁ ଦୂରେଇ ରୁହନ୍ତୁ। ଈଶ୍ୱରଙ୍କୁ ଆରାଧନା କରନ୍ତୁ। ମନ ଶାନ୍ତ ରହିବ।

ମୀନ:କଳାକାର ଓ ଲେଖକଙ୍କ ପାଇଁ ଦିନଟି ଭଲରେ କଟିବ। ମାନ-ସମ୍ମାନ ମିଳିବ। ଯାନବାହନ କିଣିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos