୫ ସେପ୍ଟେମ୍ବର, ବୁଧବାର: ଏହି ରାଶି ଲୋକଙ୍କର ଆଘାତ ଯୋଗ ରହିଛି

ମେଷ: ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ବ୍ୟସ୍ତତା ଭିତରେ ଦିନଟି କଟିବ। ଆୟ ତୁଳନାରେ ବ୍ୟୟ ବଢ଼ିବ। ବୃଷ: କିଛି ଦାମୀ ବସ୍ତୁ କିଣିପାରନ୍ତି। ଘର କିମ୍ବା ଜମି କିଣିବା ପାଇଁ ବି ମନ ବଳାଇବେ। କ୍ୟାରିଅରରେ ସଫଳତା ମିଳିବ। ଧନଲାଭ ଯୋଗ ଅଛି। ମିଥୁନ: ଅଫିସ୍‌ରେ କାମ ବୋଝ କମିବ। ନୂଆ ଚାକିରି ଅଫର୍ ପାଇପାରନ୍ତି। ଅଟକି ଥିବା ଅର୍ଥ ପାଇବେ। କର୍କଟ: କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି। ମାନସିକ ଚାପ ବଢ଼ିବ। ବାପାମା’ଙ୍କ ସହଯୋଗ […]

rasheepic

rasheepic

Jitendra Garnayak
  • Published: Wednesday, 05 September 2018
  • Updated: 05 September 2018, 02:21 AM IST

Sports

Latest News

ମେଷ: ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ବ୍ୟସ୍ତତା ଭିତରେ ଦିନଟି କଟିବ। ଆୟ ତୁଳନାରେ ବ୍ୟୟ ବଢ଼ିବ।

ବୃଷ: କିଛି ଦାମୀ ବସ୍ତୁ କିଣିପାରନ୍ତି। ଘର କିମ୍ବା ଜମି କିଣିବା ପାଇଁ ବି ମନ ବଳାଇବେ। କ୍ୟାରିଅରରେ ସଫଳତା ମିଳିବ। ଧନଲାଭ ଯୋଗ ଅଛି।

ମିଥୁନ: ଅଫିସ୍‌ରେ କାମ ବୋଝ କମିବ। ନୂଆ ଚାକିରି ଅଫର୍ ପାଇପାରନ୍ତି। ଅଟକି ଥିବା ଅର୍ଥ ପାଇବେ।

କର୍କଟ: କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି। ମାନସିକ ଚାପ ବଢ଼ିବ। ବାପାମା’ଙ୍କ ସହଯୋଗ ମିଳିବ।

ସିଂହ: ଖର୍ଚ୍ଚ ବଢ଼ିବ। କାହାକୁ କଟୁ କଥା କୁହନ୍ତୁ ନାହିଁ। ମନକୁ ଶାନ୍ତ ରଖନ୍ତୁ। ଅପରାହ୍ନ ପରେ ଘରକୁ ଅତିଥି ଆସିପାରନ୍ତି।

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। ସୁସ୍ୱାଦୁ ଭୋଜନ ଖାଇବେ। ପରିବାର ଲୋକଙ୍କ ସହିତ ବୁଲାବୁଲି କରିବାକୁ ଯିବେ। ତେବେ ଦେଖି ଚାହିଁ ଖର୍ଚ୍ଚ କରନ୍ତୁ।

ତୁଳା: ନୂଆ ଗାଡ଼ି କିଣିବାକୁ ଆଗ୍ରହ ଦେଖାଇବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଆଶାଠାରୁ ଅଧିକ ଲାଭ ପାଇବେ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି।

ବିଛା: ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ତେଣୁ ଆଜି କ୍ରୋଧକୁ ନିୟନ୍ତ୍ରଣରେ ରଖିଲେ ଭଲ।

ଧନୁ: କାମର ଚାପ ବଢ଼ିବ। ତେବେ ସହକର୍ମୀଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ରାସ୍ତାରେ ଯିବାଆସିବା କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ମକର: ଆୟ ଅପେକ୍ଷା ବ୍ୟୟ ବଢ଼ିବ। ଜୀବନସାଥୀଙ୍କ ସହିତ ଝଗଡ଼ା ହୋଇପାରେ। କେହି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ। ବାଦବିବାଦଠାରୁ ଦୂରେଇ ରହିଲେ ଭଲ।

କୁମ୍ଭ: ବ୍ୟବସାୟ ବଢ଼ାଇବାକୁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଘରେ କାହାରି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ।

ମୀନ: ଆଘାତ ଲାଗିପାରେ। ତେଣୁ ଆଜି ଟିକେ ସତର୍କ ରୁହନ୍ତୁ। ହଳଦିଆ ରଙ୍ଗର ଫଳ ଦାନ କରନ୍ତୁ। ନିଜ କଥା ଉପରେ ବି ନିୟନ୍ତ୍ରଣ ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story