୬ ଏପ୍ରିଲ, ମଙ୍ଗଳବାର: ନିଜ ଲୋକ ବିଶ୍ୱାସଘାତକତା କରିପାରନ୍ତି

ମେଷ: ଦେହ ମନ ସୁସ୍ଥ ରହିବ ଓ ସମସ୍ତ ଆଶା ପୂରଣ ହେବ। କୌଣସି ଅନୁଷ୍ଠାନ ତରଫରୁ ସମ୍ମାନିତ ତଥା ପୁରସ୍କୃତ ହୋଇପାରନ୍ତି। ଛାତ୍ରଛାତ୍ରୀମାନେ ପାଠପଢାରେ ମନ ନିବେଶ କରିବେ। ପ୍ରତିକାର- ରକ୍ତ ଚନ୍ଦନର ଟୀକା ମଥାରେ ଲଗାନ୍ତୁ । ବୃଷ: ନିଜର ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ଅଣ୍ଟା, ଆଣ୍ଠୁ କିମ୍ବା ପାଦରେ ପୀଡା ଅନୁଭବ କରିପାରନ୍ତି। ବ୍ୟବସାୟୀମାନେ ବାଦ ବିବାଦର ସମ୍ମୁଖୀନ ହୋଇ କ୍ଷତିରେ ପଡିପାରନ୍ତି। ପ୍ରତିକାର- ମହାଦେବଙ୍କୁ […]

RASI

RASI

Niharika Rout
  • Published: Tuesday, 06 April 2021
  • Updated: 06 April 2021, 08:14 AM IST

Sports

Latest News

ମେଷ: ଦେହ ମନ ସୁସ୍ଥ ରହିବ ଓ ସମସ୍ତ ଆଶା ପୂରଣ ହେବ। କୌଣସି ଅନୁଷ୍ଠାନ ତରଫରୁ ସମ୍ମାନିତ ତଥା ପୁରସ୍କୃତ ହୋଇପାରନ୍ତି। ଛାତ୍ରଛାତ୍ରୀମାନେ ପାଠପଢାରେ ମନ ନିବେଶ କରିବେ। ପ୍ରତିକାର- ରକ୍ତ ଚନ୍ଦନର ଟୀକା ମଥାରେ ଲଗାନ୍ତୁ ।

ବୃଷ: ନିଜର ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ଅଣ୍ଟା, ଆଣ୍ଠୁ କିମ୍ବା ପାଦରେ ପୀଡା ଅନୁଭବ କରିପାରନ୍ତି। ବ୍ୟବସାୟୀମାନେ ବାଦ ବିବାଦର ସମ୍ମୁଖୀନ ହୋଇ କ୍ଷତିରେ ପଡିପାରନ୍ତି। ପ୍ରତିକାର- ମହାଦେବଙ୍କୁ ଦର୍ଶନ କରନ୍ତୁ ଓ କିଛି କଞ୍ଚାକ୍ଷୀର ଅର୍ପଣ କରନ୍ତୁ ।

ମିଥୁନ: କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଓ ଅସହଯୋଗ ମନୋଭାବ ଦେଖା ଦେବ। ଯାତ୍ରାରେ ଅସଫଳ କାର୍ଯ୍ୟରେ ବିଳମ୍ବ ମନକୁ ବ୍ୟତିବ୍ୟସ୍ତ କରାଇବ। ପ୍ରତ୍ୟେକଟି କ୍ଷେତ୍ରରେ ଅପମାନିତ, ନିନ୍ଦିତ ହେବାର ସମ୍ଭାବନା ରହିଛି। ତେଣୁ ଜଗି ରଖି ଚଳନ୍ତୁ।

କର୍କଟ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସରଳ ସୁଖମୟ ହେବ। କୌଣସି ନୂତନ ଯାନବାହନ କ୍ରୟ କରିବାର ସୁଯୋଗ ରହିଛି। ମିତ୍ରମାନଙ୍କ ସହିତ ନୂତନ ସ୍ଥାନ ଭ୍ରମଣରେ ଯାଇପାରନ୍ତି। ପ୍ରତିକାର- କିଛି ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ ।

ସିଂହ: ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବାର ସମ୍ଭାବନା ରହିଛି। ଶତ୍ରୁମାନେ ପରାଜିତ ହେବେ ଓ ମାନସିକ ଶାନ୍ତି ପରିଲକ୍ଷିତ ହେବ। ବ୍ୟବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ଲାଭବାନ ହେବ। ପ୍ରତିକାର- କିଛି ଗହମ ଗାଈକୁ ଖାଇବାକୁ ଦିଅନ୍ତୁ ।

କନ୍ୟା: ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖାଦେବ। ସାମାନ୍ୟ କଥାରେ ବନ୍ଧୁଙ୍କ ସହିତ ଯୁକ୍ତିତର୍କ ମତଭେଦ ହୋଇପାରେ। ଛାତ୍ରଛାତ୍ରୀମାନେ ବିଶୃଙ୍ଖଳିତ ହୋଇ ବିଦ୍ୟାଶିକ୍ଷାରେ ଅସଫଳତା ଲାଭ କରିବେ। ପ୍ରତିକାର- ଶ୍ରୀ ଗଣେଶଙ୍କ ନିକଟରେ ସାତଟି ଦୁବ ଓ ସାତଟି ପାନପତ୍ର ଚଢାନ୍ତୁ।

ତୁଳା: ସାହିତ୍ୟ, ସଙ୍ଗୀତ, ରାଜନୀତି କ୍ଷେତ୍ରରେ ଶୁଭଫଳ ଲାଭ କରିବେ। ସପରିବାରେ କୌଣସି ତୀର୍ଥସ୍ଥାନ ଭ୍ରମଣ କରିବାର ସୁଯୋଗ ରହିଛି। ବହୁ ପୁରାତନ ବନ୍ଧୁଙ୍କ ସହିତ ଯୋଗାଯୋଗ ହେବ ଓ ମନ ଖୁସି ରହିବ। ପ୍ରତିକାର- ଧଳା ରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ।

ବିଛା: କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ସଫଳ ହେବେ। କାର୍ଯ୍ୟକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇ ଆଗକୁ ବଢିବେ। ମହିଳାମାନଙ୍କର ସମସ୍ତ ଆଶା ଅଭିଳାଷ ପୂରଣ ହେବ। ପ୍ରତିକାର- ହନୁମାନଙ୍କ ସିନ୍ଦୁର ମଥାରେ ଲଗାନ୍ତୁ।

ଧନୁ: ବିନା ଦୋଷରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି । ତେଣୁ କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ। ପରିବାରରେ ଭୁଲ ବୁଝାମଣାକୁ ନେଇ ଅଶାନ୍ତି ଦେଖାଦେବ। ଗୁପ୍ତଶତ୍ରୁମାନେ ଷଡଯନ୍ତ୍ର କରି ବିପଦରେ ପକାଇପାରନ୍ତି। ପ୍ରତିକାର- ହଳଦୀ ରଙ୍ଗର ବସ୍ତ୍ର ପିନ୍ଧି ଗାୟତ୍ରୀ ମନ୍ତ୍ରକୁ ୨୧ଥର ଜପ କରନ୍ତୁ ।

ମକର: ପ୍ରତ୍ୟେକଟି କାର୍ଯ୍ୟରେ ପ୍ରତ୍ୟେକଟି କ୍ଷେତ୍ରରେ ଆଦର ସମ୍ମାନ ମିଳିବ। କୌଣସି ଆନୁଷ୍ଠାନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି। ସ୍ଥଗିତ ଥିବା କାର୍ଯ୍ୟକୁ ପୁନଃ ଆରମ୍ଭ କରିବେ। ପ୍ରତିକାର- ୨୧ଟି ରାଶିଲଡୁ ମା’ କାଳୀଙ୍କ ପାଖରେ ଭୋଗ କରନ୍ତୁ ।

କୁମ୍ଭ: ସନ୍ତାନମାନେ  କଥା ମାନିବେ ଓ ପାରିବାରିକ ସ୍ନେହ ଶ୍ରଦ୍ଧା ଅତୁଟ ରହିବ। ବହୁଦିନରୁ ଲାଗି ରହିଥିବା ବିବାଦର ଅବସାନ ଘଟିବ।  ଯାତ୍ରା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ। ପ୍ରତିକାର- ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ମୀନ: ବକେୟା ଅର୍ଥ ହସ୍ତଗତ ହେବ । ଯାହା ଫଳରେ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ। ବନ୍ଧୁ, ଆତ୍ମୀୟ ଓ ପରିବାରଠାରୁ ପୂର୍ଣ୍ଣ ସହଯୋଗ ପାଇବେ। ମହିଳାମାନଙ୍କ କାର୍ଯ୍ୟ ଘରେ ତଥା ବାହାରେ ପ୍ରଶଂସନୀୟ ହେବ। ପ୍ରତିକାର- ସାତଟି ବୁନ୍ଦିଲଡୁ ସାତ ଜଣ ଛୋଟ ପିଲାଙ୍କୁ ବାଣ୍ଟନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story