୧୨ ଏପ୍ରିଲ୍‌, ସୋମବାର: ପରିବାରରେ ଅଶାନ୍ତି ଦେଖାଦେବ

ମେଷ: କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ବ୍ୟବସାୟରେ ଆଶାରୁ ଅଧିକ ଲାଭ ହେବ। ମହିଳାମାନେ ଖୁସିରେ ଦିନଟିକୁ ଅତିବାହିତ କରିବେ। ବୃଷ: କର୍ମକ୍ଷେତ୍ରରେ ବିବାଦ ଦେଖା ଦେଇପାରେ। ପରିବାରରେ ଅଶାନ୍ତି ଦେଖାଦେବ। ବ୍ୟବସାୟରେ ଲାଭ ହେବ। ମିଥୁନ: ଚାକିରୀ କ୍ଷେତ୍ରରେ ପଦୋନ୍ନତି ହୋଇପାରେ। ବ୍ୟବସାୟରେ ଭଲ ଲାଭ ହେବ। ଗୋମାତାଙ୍କ ସେବା କରନ୍ତୁ ଓ ଅସହାୟଙ୍କୁ ସାହାଯ୍ୟ କରନ୍ତୁ। କର୍କଟ: ସାମାଜିକ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଉନ୍ନତି ହେବ। ଅସୁସ୍ଥ ଅନୁଭବ କରିବେ। ସିଂହ: ସମସ୍ତ […]

Horoscope

Horoscope

Jitendra Garnayak
  • Published: Monday, 12 April 2021
  • Updated: 12 April 2021, 07:28 AM IST

Sports

Latest News

ମେଷ: କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ବ୍ୟବସାୟରେ ଆଶାରୁ ଅଧିକ ଲାଭ ହେବ। ମହିଳାମାନେ ଖୁସିରେ ଦିନଟିକୁ ଅତିବାହିତ କରିବେ।

ବୃଷ: କର୍ମକ୍ଷେତ୍ରରେ ବିବାଦ ଦେଖା ଦେଇପାରେ। ପରିବାରରେ ଅଶାନ୍ତି ଦେଖାଦେବ। ବ୍ୟବସାୟରେ ଲାଭ ହେବ।

ମିଥୁନ: ଚାକିରୀ କ୍ଷେତ୍ରରେ ପଦୋନ୍ନତି ହୋଇପାରେ। ବ୍ୟବସାୟରେ ଭଲ ଲାଭ ହେବ। ଗୋମାତାଙ୍କ ସେବା କରନ୍ତୁ ଓ ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ: ସାମାଜିକ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଉନ୍ନତି ହେବ। ଅସୁସ୍ଥ ଅନୁଭବ କରିବେ।

ସିଂହ: ସମସ୍ତ ଦିଗରୁ ଶୁଭ ଫଳ ପାଇବେ। ଦୂରଯାତ୍ରା କରିପାରନ୍ତି। ସୁସ୍ୱାଦୁ ଖାଦ୍ୟ ଖାଇବେ। କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ।

କନ୍ୟା: ବାଦବିବାଦରୁ ଦୂରେଇ ରୁହନ୍ତୁ। ଆର୍ଥିକ ଅଭାବ ଦେଖାଦେଇପାରେ। ଅଯଥାରେ ଖର୍ଚ୍ଚ କରି ପଶ୍ଚାତାପ କରିବେ।

ତୁଳା: ବ୍ୟବସାୟରେ ସ୍ଥିତି ଭଲ ରହିବ। ଶରୀରରେ ଆଘାତ ଲାଗିପାରେ। ଘରକୁ ଅତିଥି ଆସିପାରନ୍ତି। ପ୍ରତିକାର- ଧଳା ରଙ୍ଗର ବସ୍ତ୍ର ବ୍ୟବହାର କରନ୍ତୁ ଓ ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ।

ବିଛା: ମାନସମ୍ମାନ ବୃଦ୍ଧି ପାଇବ। ନୂଆ ବନ୍ଧୁ ମିଳିବେ। ଦାମ୍ପତ୍ୟ ଜୀବନ ଭଲରେ କଟିବ।

ଧନୁ: ଆୟ ବଢ଼ାଇବାକୁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ଦୁର୍ଘଟଣାଜନିତ କ୍ଷତି ହୋଇପାରେ। ତେଣୁ ସାବଧାନ ରୁହନ୍ତୁ।

ମକର: ଅଫିସ୍‌ରେ କାହା ସହ ଝଗଡ଼ା ହୋଇପାରେ। ଅପରାହ୍ଣ ପରେ ଅସୁସ୍ଥ ଅନୁଭବ କରିବେ। ମହିଳାମାନେ ସନ୍ତାନଙ୍କ ପାଇଁ ଚିନ୍ତିତ ରହିବେ।

କୁମ୍ଭ: କର୍ମକ୍ଷେତ୍ରରେ ସଫଳତା ପାଇବେ। ବନ୍ଧୁଙ୍କ ସହଯୋଗ ପାଇବେ। ଅର୍ଥ ଦିଆନିଆରେ ସତର୍କତା ଅବଲମ୍ବନ କରନ୍ତୁ। ଅପବ୍ୟୟ ହୋଇପାରେ।

ମୀନ: ଅଧା ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶତ୍ରୁମାନେ ପରାଜିତ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story