୧୪ ଏପ୍ରିଲ, ବୁଧବାର: ଭୂମି, ବାହନ ପ୍ରାପ୍ତିର ଯୋଗ ରହିଛି

ମେଷ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ନୂତନ ଆୟପନ୍ଥା ବା ଚାକିରି ମିଳିପାରେ। ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ। ପ୍ରତିକାର- ନାଲିରଙ୍ଗର ପୋଷାକ କିମ୍ବା ରୁମାଲ ବ୍ୟବହାର କରନ୍ତୁ, ହନୁମାନ ଚାଳିସା ପାଠ କରନ୍ତୁ। ବୃଷ: ଶାରିରୀକ ଅସୁସ୍ଥତା ଯୋଗୁଁ ମନ ଅଶାନ୍ତ ରହିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ। ପ୍ରତିକାର- ଧଳାରଙ୍ଗର ପୋଷାକ କିମ୍ବା ରୁମାଲ ବ୍ୟବହାର କରନ୍ତୁ।  ସୋମ୍ ସୋମାୟ ନମଃ ମନ୍ତ୍ରକୁ ୨୧ଥର ଜପ କରନ୍ତୁ। ମିଥୁନ: […]

RASI

RASI

Niharika Rout
  • Published: Wednesday, 14 April 2021
  • Updated: 14 April 2021, 07:45 AM IST

Sports

Latest News

ମେଷ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ନୂତନ ଆୟପନ୍ଥା ବା ଚାକିରି ମିଳିପାରେ। ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ। ପ୍ରତିକାର- ନାଲିରଙ୍ଗର ପୋଷାକ କିମ୍ବା ରୁମାଲ ବ୍ୟବହାର କରନ୍ତୁ, ହନୁମାନ ଚାଳିସା ପାଠ କରନ୍ତୁ।

ବୃଷ: ଶାରିରୀକ ଅସୁସ୍ଥତା ଯୋଗୁଁ ମନ ଅଶାନ୍ତ ରହିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ। ପ୍ରତିକାର- ଧଳାରଙ୍ଗର ପୋଷାକ କିମ୍ବା ରୁମାଲ ବ୍ୟବହାର କରନ୍ତୁ।  ସୋମ୍ ସୋମାୟ ନମଃ ମନ୍ତ୍ରକୁ ୨୧ଥର ଜପ କରନ୍ତୁ।

ମିଥୁନ: ବ୍ୟବସାୟ ବାଣିଜ୍ୟରେ ଲାଭ ହେବ। ପରିବାରରେ ସାମାନ୍ୟ କଳହ ହୋଇପାରେ, ଛାତ୍ରଛାତ୍ରୀମାନେ ଭଲ ପାଠ ପଢିବେ। ପ୍ରତିକାର- ସକାଳେ  ଗଂ ଗଣପତୟେ ନମଃ ମନ୍ତ୍ର ୨୧ଥର ଜପ କରନ୍ତୁ। ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ ।

କର୍କଟ: ଭୂମି, ବାହନ ପ୍ରାପ୍ତିର ଯୋଗ ରହିଛି। ମହିଳାମାନେ ବସ୍ତ୍ର, ଅଳଙ୍କାର କ୍ରୟ କରିବାର ସୁଯୋଗ ପାଇବେ। ପ୍ରତିକାର-   ନମଃ ଶିବାୟ ମନ୍ତ୍ର ସକାଳେ ୨୧ଥର ଜପ କରନ୍ତୁ ।

ସିଂହ: ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ। ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିବ। ପ୍ରତିକାର- ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ ଏବଂ  ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ର ୨୧ଥର ଜପ କରନ୍ତୁ।

କନ୍ୟା: ଶାରିରୀକ ଅସୁସ୍ଥତା ଯୋଗୁଁ ମନ ଭଲ ରହିବ ନାହିଁ। ଆୟବ୍ୟୟ ସମାନ ରହିବ। ମହିଳା ଏବଂ ଛାତ୍ରଛାତ୍ରୀମାନେ ଚିନ୍ତିତ ରହିବେ। ପ୍ରତିକାର-  ଗଂ ଗଣପତୟେ ନମଃ ମନ୍ତ୍ରକୁ ୨୧ଥର ଜପ କରନ୍ତୁ ।

ତୁଳା: ବିପୁଳ ଅର୍ଥଲାଭର ଯୋଗ ରହିଛି। ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ, ସାମାନ୍ୟ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଛା: ବ୍ୟବସାୟରେ ଲାଭବାନ ହେବେ। ମହିଳା ଏବଂ ପିଲାମାନେ ଆନନ୍ଦିତ ହେବେ। ଶରୀରରେ ସାମାନ୍ୟ ଆଘାତ ଲାଗିପାରେ, ସତର୍କ ରୁହନ୍ତୁ।

ଧନୁ: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ବ୍ୟବସାୟରେ ଲାଭବାନ ହେବେ । ମହିଳା ଓ ଛାତ୍ରଛାତ୍ରୀ ମାନେ ଖୁସି ରହିବେ।

 ମକର: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ଆର୍ଥିକ ଲାଭ ହେବ। ଦୁର୍ଘଟଣାଜନିତ ବିପଦ ଅଛି, ସତର୍କ ରୁହନ୍ତୁ।

କୁମ୍ଭ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ଆର୍ଥିକ ଲାଭ ଯୋଗୁଁ ମନ ଖୁସି ରହିବ।

 ମୀନ: କର୍ମକ୍ଷେତ୍ରରେ ବାଦ ବିବାଦ ଦେଖା ଦେବ। ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ହାନି ଘଟିବ। ପରିବାରରେ କଳହ ଦେଖା ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story