୧୭ ଏପ୍ରିଲ, ଶନିବାର: ଭାଗ୍ୟ ବଦଳିପାରେ

ମେଷ: ଆପଣଙ୍କ କଥାକୁ ସମସ୍ତେ ଗୁରୁତ୍ୱ ଦେବେ। ଘର ପାଇଁ କିଛି ଦାମୀ ଜିନିଷ କିଣିବେ। ଭାଇଭଉଣୀଙ୍କ ମଧ୍ୟରେ ଭଲ ସଂପର୍କ ରହିବ। ବୃଷ: ରୋଷେଇ କରି ଅନ୍ୟକୁ ଖୁଆଇ ପ୍ରଶଂସା ପାଇବେ। ଗଳାରେ ସମସ୍ୟା ଦେଖା ଦେଇପାରେ। ଅର୍ଥ ସମସ୍ୟା ଦେଖା ଦେଇପାରେ। ମିଥୁନ: କିଛି ଦ୍ରବ୍ୟ ହଜିଯିବା ବା ଚୋରି ହେବାର ସମ୍ଭାବନା ରହିଛି। ଯେକୌଣସି କାଗଜପତ୍ରରେ ଦସ୍ତଖତ କରିବା ପୂର୍ବରୁ ଭଲ ଭାବେ ପଢ଼ି ନିଅନ୍ତୁ। ଖେଳାଳିଙ୍କ ପାଇଁ ଦିନଟି ବହୁତ ଭଲ […]

Horoscope

Horoscope

Jitendra Garnayak
  • Published: Saturday, 17 April 2021
  • Updated: 17 April 2021, 07:32 AM IST

Sports

Latest News

ମେଷ: ଆପଣଙ୍କ କଥାକୁ ସମସ୍ତେ ଗୁରୁତ୍ୱ ଦେବେ। ଘର ପାଇଁ କିଛି ଦାମୀ ଜିନିଷ କିଣିବେ। ଭାଇଭଉଣୀଙ୍କ ମଧ୍ୟରେ ଭଲ ସଂପର୍କ ରହିବ।

ବୃଷ: ରୋଷେଇ କରି ଅନ୍ୟକୁ ଖୁଆଇ ପ୍ରଶଂସା ପାଇବେ। ଗଳାରେ ସମସ୍ୟା ଦେଖା ଦେଇପାରେ। ଅର୍ଥ ସମସ୍ୟା ଦେଖା ଦେଇପାରେ।

ମିଥୁନ: କିଛି ଦ୍ରବ୍ୟ ହଜିଯିବା ବା ଚୋରି ହେବାର ସମ୍ଭାବନା ରହିଛି। ଯେକୌଣସି କାଗଜପତ୍ରରେ ଦସ୍ତଖତ କରିବା ପୂର୍ବରୁ ଭଲ ଭାବେ ପଢ଼ି ନିଅନ୍ତୁ। ଖେଳାଳିଙ୍କ ପାଇଁ ଦିନଟି ବହୁତ ଭଲ ଅଛି।

କର୍କଟ: ବ୍ୟବସାୟ କରୁଥିବା ଲୋକଙ୍କ ଆୟବ୍ୟୟ ସମାନ ରହିବ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଅଯଥା ଯୁକ୍ତିତର୍କରୁ ନିଜକୁ ଦୂରେଇ ରଖନ୍ତୁ।

ସିଂହ: ସରକାରୀ କ୍ଷେତ୍ରରୁ ଲାଭବାନ ହେବେ। ନୂତନ କର୍ମ ପ୍ରାପ୍ତିର ସମ୍ଭାବନା ରହିଛି। ଅନେକ ଦିନରୁ ଯେଉଁ ଅର୍ଥ ପାଇବା ପାଇଁ ଚେଷ୍ଟା କରିପାରିନଥିଲେ, ଆଜି ଚେଷ୍ଟା କଲେ ପାଇଯିବେ।

କନ୍ୟା: ଭାଗ୍ୟ ବଦଳିପାରେ। ପିତାଙ୍କ ଠାରୁ ସହଯୋଗ ମିଳିବ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଠିକ୍ ଭାବରେ କରିବେ।

ତୁଳା: ଅନେକ ଦିନରୁ ଅଟକି ରହିଥିବା କୌଣସି କାର୍ଯ୍ୟ ସଂପୂର୍ଣ୍ଣ ହେବ। ନୂତନ କାର୍ଯ୍ୟ ହାତକୁ ନେବେ। ଗୁରୁଙ୍କ ଆଶୀର୍ବାଦ ମିଳିବ।

ବିଛା: କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ପ୍ରତିଶୋଧ ପରାୟଣ ହୁଅନ୍ତୁ ନାହିଁ। ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିବ।

ଧନୁ: ଜୀବନ ସାଥୀଙ୍କ ସହିତ ବିବାଦ ଥିଲେ, ତା’ର ସମାଧାନ ହୋଇଯିବ। କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ବ୍ୟସ୍ତ କରିବ।

ମକର: ବ୍ୟବସାୟରେ ବିଭିନ୍ନ ପ୍ରକାରର ବାଧା ଉପୁଜିବ। ତେଣୁ କ୍ଷତି ହୋଇପାରେ। ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ। କୌଣସି ମହିଳା ଆପଣଙ୍କ ସହିତ ଶତ୍ରୁ ଭଳି ବ୍ୟବହାର କରିବେ।

କୁମ୍ଭ: ବନ୍ଧୁଙ୍କ ସହିତ ଥିବା ବିବାଦ ଦୂର ହେବ। ନୂତନ ସମ୍ପର୍କରେ ମନ ଲାଗିବ। ଉପହାର ମିଳିବ।

ମୀନ: ପରିବାର ଲୋକଙ୍କ ସହିତ ହସଖୁସିରେ ଦିନଟି କଟିବ। ଜମି କିମ୍ବା ଘର ଆଦି କିଣିବାକୁ ସୁଯୋଗ ଆସିପାରେ। ସ୍ଥାନ ପରିବର୍ତ୍ତନ ଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story