୨୯ ଅଗଷ୍ଟ, ଶନିବାର: ଯାହା କରିବାର ଅଛି ଶୀଘ୍ର କରନ୍ତୁ

ମେଷ: ପ୍ରତିଟି କାର୍ଯ୍ୟ ଯୋଜନା ମୁତାବକ ଆଗେଇ ଚାଲିବ। ଆତ୍ମବଳ ବଢ଼ିବ। ସନ୍ତାନମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବୃଷ: ଅପେକ୍ଷା କରନ୍ତୁ, ସକାଳର ଚିନ୍ତା ଅପରାହ୍ଣରେ ଦୂର ହୋଇଯିବ। ବନ୍ଧୁ ସହଯୋଗ କରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରିବାର ସହ ଆଲୋଚନା ସୁଫଳ ପ୍ରଦାନ କରିବ। ମିଥୁନ: ପୂର୍ବରୁ କରିଥିବା କୌଣସି କାର୍ଯ୍ୟ ଖୁସି ଦେବ। ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ। କାନ,ନାକ ବା ହାଡ଼ରେ ସମସ୍ୟା ଦେଖା ଦେଇପାରେ। କର୍କଟ: ବିଳମ୍ବରେ ହେଲେ ମଧ୍ୟ […]

Daily Horoscope

Daily Horoscope

Jitendra Garnayak
  • Published: Saturday, 29 August 2020
  • Updated: 29 August 2020, 08:10 AM IST

Sports

Latest News

ମେଷ: ପ୍ରତିଟି କାର୍ଯ୍ୟ ଯୋଜନା ମୁତାବକ ଆଗେଇ ଚାଲିବ। ଆତ୍ମବଳ ବଢ଼ିବ। ସନ୍ତାନମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।

ବୃଷ: ଅପେକ୍ଷା କରନ୍ତୁ, ସକାଳର ଚିନ୍ତା ଅପରାହ୍ଣରେ ଦୂର ହୋଇଯିବ। ବନ୍ଧୁ ସହଯୋଗ କରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରିବାର ସହ ଆଲୋଚନା ସୁଫଳ ପ୍ରଦାନ କରିବ।

ମିଥୁନ: ପୂର୍ବରୁ କରିଥିବା କୌଣସି କାର୍ଯ୍ୟ ଖୁସି ଦେବ। ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ। କାନ,ନାକ ବା ହାଡ଼ରେ ସମସ୍ୟା ଦେଖା ଦେଇପାରେ।

କର୍କଟ: ବିଳମ୍ବରେ ହେଲେ ମଧ୍ୟ ଅର୍ଥନୈତିକ କାରବାରରେ ଲାଭ ପାଇବେ। ପରିବାର ଲୋକଙ୍କ ସହଯୋଗ ମିଳିବ। କୌଣସି ପ୍ରସଙ୍ଗରେ ଆପଣଙ୍କ ଜ୍ଞାନ ଅନ୍ୟମାନଙ୍କୁ ପ୍ରଭାବିତ କରିବ।

ସିଂହ: ପ୍ରତିରୋଧର ସମସ୍ତ ସ୍ୱର ଦବିଯିବ। କାହାର ସାହାଯ୍ୟ ନ ନେଇ ଆଗେଇବାକୁ ଚେଷ୍ଟା କରିବେ। ଆଶା ପୂରଣ ହେବ। ଆର୍ଥିକ ସ୍ୱଚ୍ଛଳତା ଦେଖାଦେବ।

କନ୍ୟା: ଯାହା କରିବାର ଅଛି ଶୀଘ୍ର କରନ୍ତୁ। ନହେଲେ ସଫଳତା ମିଳିବ ନାହିଁ। ଘରକୁ ସଜାଇବାରେ ମନ ଦେବେ। ଆୟ ଓ ବ୍ୟୟ ସମାନ ରହିବ।

ତୁଳା: ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ପୈତୃକ ସଂପତ୍ତିକୁ ନେଇ ଗର୍ବ କରିବେ। ଜୀବନଚର୍ଯ୍ୟା ମନ୍ଦ ହେବ ନାହିଁ।

ବିଛା: ମୋହଗ୍ରସ୍ତ ଦୁନିଆରୁ ନିଜକୁ ବାହାର କରିବେ। ନୂଆ ଆରମ୍ଭ ପାଇଁ ଯୋଜନା କରିବେ। ଆପଣଙ୍କ କଥାବାର୍ତ୍ତା ଅନ୍ୟମାନଙ୍କୁ ପ୍ରଭାବିତ କରିବ।

ଧନୁ: ସବୁ ଦିଗରୁ ସାହାଯ୍ୟ ଓ ସହଯୋଗ ପାଇବେ। ନିଷ୍ଠାର ସହ ସବୁ କିଛି କରିପାରିବେ। ଭୁଲ ବୁଝୁଥିବା ଲୋକଙ୍କ ମନୋଭାବ ବଦଳିଯିବ।

ମକର: ସକାଳ ଯାତ୍ରା ଏତେ ଫଳପ୍ରଦ ହେବ ନାହିଁ। ଅପରାହ୍ଣ ପରେ ପରିବାରରେ କାହାର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ସଫଳ ହେବେ।

କୁମ୍ଭ: ବାକି ଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ସନ୍ଧ୍ୟା ସମୟରେ ଯାତ୍ରା ସମସ୍ୟାଯୁକ୍ତ ହୋଇପାରେ। ଚକ୍ଷୁରେ କିଛି ସମସ୍ୟା ଦେଖା ଦେଇପାରେ।

ମୀନ: ଶତ୍ରୁମାନେ ହଇରାଣ କରିବାକୁ ଯୋଜନା କରିବେ। ଭାଇଭଉଣୀଙ୍କ ସଂପର୍କରେ ଦ୍ୱନ୍ଦ୍ୱ ସୃଷ୍ଟି ହେବ। ପରିଶ୍ରମ ଜନିତ କ୍ଲାନ୍ତି ଦେଖାଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story