୫ ଜୁନ୍‌, ଶନିବାର: ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝି ପାରନ୍ତି

ମେଷ: ସାଧାରଣ କଥାକୁ ବଡ଼ କରି ନିକଟସ୍ଥ କେହି ବ୍ୟକ୍ତି ଝଗଡ଼ା କରିପାରନ୍ତି। ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇପାରେ। ବୃଷ: ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କୁ ଆକୃଷ୍ଟ କରିବ। କୌଣସି ଜଣାଶୁଣା ବ୍ୟକ୍ତିଙ୍କ ଦ୍ୱାରା ଅଟକି ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ମିଥୁନ: ଯେତେ ପରିଶ୍ରମ କଲେ ବି ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। ଶାନ୍ତ ରୁହନ୍ତୁ। କାହା ସହିତ ଯୁକ୍ତି କରନ୍ତୁ ନାହିଁ। କର୍କଟ: ପରିବାରରେ ସନ୍ଦେହ ଓ ଭୁଲ୍ […]

Atala Vihari Panda

Atala Vihari Panda

Jitendra Garnayak
  • Published: Saturday, 05 June 2021
  • Updated: 05 June 2021, 11:29 AM IST

Sports

Latest News

ମେଷ: ସାଧାରଣ କଥାକୁ ବଡ଼ କରି ନିକଟସ୍ଥ କେହି ବ୍ୟକ୍ତି ଝଗଡ଼ା କରିପାରନ୍ତି। ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇପାରେ।

ବୃଷ: ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କୁ ଆକୃଷ୍ଟ କରିବ। କୌଣସି ଜଣାଶୁଣା ବ୍ୟକ୍ତିଙ୍କ ଦ୍ୱାରା ଅଟକି ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ।

ମିଥୁନ: ଯେତେ ପରିଶ୍ରମ କଲେ ବି ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। ଶାନ୍ତ ରୁହନ୍ତୁ। କାହା ସହିତ ଯୁକ୍ତି କରନ୍ତୁ ନାହିଁ।

କର୍କଟ: ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।

ସିଂହ: ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ ଓ ସମର୍ଥନ ଲାଭ କରିବେ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝି ପାରନ୍ତି। ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ।

କନ୍ୟା: ବନ୍ଧୁଙ୍କ ସହ ମତାନ୍ତର କାରଣରୁ ମନ ଭାରାକ୍ରାନ୍ତ ରହିବ। କୌଣସି କାମରେ ମନ ଲାଗିବ ନାହିଁ। ନୂଆ ବ୍ୟବସାୟ ପାଇଁ ପରାମର୍ଶ ପାଇପାରନ୍ତି।

ତୁଳା: ପାରିବାରିକ ଜୀବନରେ ସୁଖଶାନ୍ତି ମିଳିବ। ସୁସ୍ୱାଦୁ ଭୋଜନ କରିବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ।

ବିଛା: ନିଜ ଆୟକୁ ନେଇ ଚିନ୍ତିତ ରହିବେ। ନୂତନ ସମ୍ପର୍କ ସ୍ଥାପନ ହେବ। ଯାତ୍ରା କରନ୍ତୁ ନାହିଁ।

ଧନୁ: ଶରୀର ସୁସ୍ଥ ରହିବ। ଅଫିସ୍‌ରେ କୌଣସି କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶି ଯାଇପାରନ୍ତି।

ମକର: ଦିନଟି ଶୁଭ ଫଳ ଦେବ। ଯେକୌଣସି କାମ କରିବେ ସେଥିରେ ସଫଳତା ମିଳିବ।

କୁମ୍ଭ: ଅର୍ଥ, ମାନସମ୍ମାନ ଓ ପ୍ରତିଷ୍ଠା ମିଳିବ। ଘରର କୌଣସି ନିର୍ମାଣାଧୀନ କାର୍ଯ୍ୟ ଆଜି ଶେଷ ପର୍ଯ୍ୟାୟରେ ପହଞ୍ଚିବ।

ମୀନ: କାର୍ଯ୍ୟବ୍ୟସ୍ତ ରହିବେ। ନିଜ ଲକ୍ଷ୍ୟ ପୂରଣ କରିବେ। ଖୁସି ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story