୬ ଜୁଲାଇ, ମଙ୍ଗଳବାର: ବହୁ ଦିନର ସ୍ୱପ୍ନ ସାକାର ହୋଇପାରେ

ମେଷ: ବାଦବିବାଦରେ ପଡ଼ିପାରନ୍ତି। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢ଼ିବ। ବୃଷ: ପରିବାରରେ ସମସ୍ତଙ୍କ ସହିତ ଉତ୍ତମ ବୁଝାମଣା ରହିବ। ଶାନ୍ତି ଅନୁଭବ କରିବେ। ଧନପ୍ରାପ୍ତି ହେବ। ମିଥୁନ: ସ୍ୱାସ୍ଥ୍ୟ ଠିକ୍ ରହିବ। ଅପରାହ୍ଣରେ କୋଣସି ଶୁଭ ଖବର ଶୁଣିପାରନ୍ତି। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ। କର୍କଟ: ବନ୍ଧୁମାନଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ବିଶ୍ୱାସଭାଜନ ହେବେ। ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି। ସିଂହ: ପରିବାରରେ ଅପ୍ରୀତିକର ସ୍ଥିତି […]

dengu

dengu

Jitendra Garnayak
  • Published: Tuesday, 06 July 2021
  • Updated: 06 July 2021, 07:51 AM IST

ମେଷ: ବାଦବିବାଦରେ ପଡ଼ିପାରନ୍ତି। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢ଼ିବ।

ବୃଷ: ପରିବାରରେ ସମସ୍ତଙ୍କ ସହିତ ଉତ୍ତମ ବୁଝାମଣା ରହିବ। ଶାନ୍ତି ଅନୁଭବ କରିବେ। ଧନପ୍ରାପ୍ତି ହେବ।

ମିଥୁନ: ସ୍ୱାସ୍ଥ୍ୟ ଠିକ୍ ରହିବ। ଅପରାହ୍ଣରେ କୋଣସି ଶୁଭ ଖବର ଶୁଣିପାରନ୍ତି। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ।

କର୍କଟ: ବନ୍ଧୁମାନଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ବିଶ୍ୱାସଭାଜନ ହେବେ। ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି।

ସିଂହ: ପରିବାରରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇପାରେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ ପାଇବେ।

କନ୍ୟା: ମାନସମ୍ମାନ ବଢ଼ିବ। ବିବାହ ପ୍ରସ୍ତାବ ପଡ଼ିପାରେ। ଆମୋଦ-ପ୍ରମୋଦରେ ଦିନଟି କଟିବ। ପତିପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ।

ତୁଳା: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବାକି ପଡ଼ିଥିବା କୌଣସି କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ନୂଆ ବନ୍ଧୁ ମିଳିବେ।

ବିଛା: ସୁସ୍ୱାଦୁ ଭୋଜନ ମିଳିବ। ମନଖୁସି ରହିବ। ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭାବିଚିନ୍ତି ପଦକ୍ଷେପ ନେବା ଭଲ ହେବ।

ଧନୁ: ମିଶ୍ରିତ ଫଳ ମିଳିବ। ପରିବାରରେ ସୁସ୍ଥ ବାତାବରଣ ରହିବ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନଦେବେ।

ମକର: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଫଳରେ ମନ ଖୁସି ରହିବ। ଧନପ୍ରାପ୍ତି ଯୋଗ ରହିଛି। କର୍ମ କ୍ଷେତ୍ରରେ ଉନ୍ନତି ହେବ।

କୁମ୍ଭ: ବହୁ ଦିନର ସ୍ୱପ୍ନ ସାକାର ହୋଇପାରେ। ଆତ୍ମନିର୍ଭରଶୀଳ ହେବେ। ପୂର୍ବ ଅପେକ୍ଷା ଆୟ ବଢ଼ିବ।

ମୀନ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ମାନସମ୍ମାନ ବୃଦ୍ଧି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story