କାମର ଚାପ ବଢ଼ିବ

ମେଷ: ଆଘାତ ଲାଗିପାରେ। ତେଣୁ ଆଜି ଟିକେ ସତର୍କ ରୁହନ୍ତୁ। ନିଜ କଥା ଉପରେ ବି ନିୟନ୍ତ୍ରଣ ରଖନ୍ତୁ। ବୃଷ: ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ବ୍ୟସ୍ତତା ଭିତରେ ଦିନଟି କଟିବ। ଆୟ ତୁଳନାରେ ବ୍ୟୟ ବଢ଼ିବ। ମିଥୁନ:କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି। ମାନସିକ ଚାପ ବଢ଼ିବ। ବାପାମା’ଙ୍କ ସହଯୋଗ ମିଳିବ। କର୍କଟ: ଅଫିସ୍‌ରେ କାମ ବୋଝ କମିବ। ନୂଆ ଚାକିରି ଅଫର୍ ପାଇପାରନ୍ତି। ଅଟକି ଥିବା ଅର୍ଥ ପାଇବେ। ସିଂହ: ଖର୍ଚ୍ଚ ବଢ଼ିବ। କାହାକୁ କଟୁ […]

Horoscope

Horoscope

Jitendra Garnayak
  • Published: Friday, 07 May 2021
  • Updated: 07 May 2021, 07:29 AM IST

ମେଷ: ଆଘାତ ଲାଗିପାରେ। ତେଣୁ ଆଜି ଟିକେ ସତର୍କ ରୁହନ୍ତୁ। ନିଜ କଥା ଉପରେ ବି ନିୟନ୍ତ୍ରଣ ରଖନ୍ତୁ।

ବୃଷ: ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ବ୍ୟସ୍ତତା ଭିତରେ ଦିନଟି କଟିବ। ଆୟ ତୁଳନାରେ ବ୍ୟୟ ବଢ଼ିବ।

ମିଥୁନ:କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି। ମାନସିକ ଚାପ ବଢ଼ିବ। ବାପାମା’ଙ୍କ ସହଯୋଗ ମିଳିବ।

କର୍କଟ: ଅଫିସ୍‌ରେ କାମ ବୋଝ କମିବ। ନୂଆ ଚାକିରି ଅଫର୍ ପାଇପାରନ୍ତି। ଅଟକି ଥିବା ଅର୍ଥ ପାଇବେ।

ସିଂହ: ଖର୍ଚ୍ଚ ବଢ଼ିବ। କାହାକୁ କଟୁ କଥା କୁହନ୍ତୁ ନାହିଁ। ମନକୁ ଶାନ୍ତ ରଖନ୍ତୁ।

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। ସୁସ୍ୱାଦୁ ଭୋଜନ ଖାଇବେ। ଦେଖି ଚାହିଁ ଖର୍ଚ୍ଚ କରନ୍ତୁ।

ତୁଳା: କ୍ରୋଧକୁ ନିୟନ୍ତ୍ରଣରେ ରଖିଲେ ଭଲ। ବାଦବିବାଦଠାରୁ ଦୂରେଇ ରହିଲେ ଭଲ। ଦାମ୍ପତ୍ୟ ଜୀବନ ଭଲ ରହିବ।

ବିଛା: ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ।

ଧନୁ: କାମର ଚାପ ବଢ଼ିବ। ତେବେ ସହକର୍ମୀଙ୍କ ସହଯୋଗ ପାଇବେ। ରାସ୍ତାରେ ଯିବାଆସିବା କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ମକର: ଆୟ ଅପେକ୍ଷା ବ୍ୟୟ ବଢ଼ିବ। ଜୀବନସାଥୀଙ୍କ ସହିତ ଝଗଡ଼ା ହୋଇପାରେ। କେହି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ।

କୁମ୍ଭ: ବ୍ୟବସାୟ ବଢ଼ାଇବାକୁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଘରେ କାହାରି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ।

ମୀନ: ଘର କିମ୍ବା ଜମି କିଣିବା ପାଇଁ ମନ ବଳାଇବେ। କ୍ୟାରିଅରରେ ସଫଳତା ମିଳିବ। ଧନଲାଭ ଯୋଗ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story