ଘରେ ରଖନ୍ତୁ ‘ଫେଙ୍ଗ୍‌ ସୁଇ’ର ମନି ପ୍ଲାଣ୍ଟ୍‌ ‘କ୍ରାସୁଲା’, ଦୂର ହେବ ନକାରାତ୍ମକ ଶକ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ବାସ୍ତୁଶାସ୍ତ୍ର ପରି ଚୀନ୍‌ ବାସ୍ତୁଶାସ୍ତ୍ରରେ ମଧ୍ୟ ଫେଙ୍ଗସୁଇର ଅନେକ ମହତ୍ତ୍ୱ ରହିଛି।  ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଏଥିରେ ବିଭିନ୍ନ ଉପାୟ କୁହାଯାଇଛି। ଚୀନ୍‌ ବାସ୍ତୁଶାସ୍ତ୍ରରେ ଫେଙ୍ଗ୍‌ସୁଇକୁ ଅଧିକା ଗୁରୁତ୍ୱ  ଦିଆଯାଇଥାଏ।  ଏହାଦ୍ୱାରା ଘରେ ଧନ ଓ ସମୃଦ୍ଧି ବଢିବ ବୋଲି ବିଶ୍ୱାସ ରହିଛି। ଘରେ ଟଙ୍କାର ଅଭାବ ଦୂର କରିବା ପାଇଁ ଫେଙ୍ଗ୍‌ସୁଇରେ ମନି ପ୍ଲାଣ୍ଟ ଲଗାଇବା ପାଇଁ କୁହାଯାଇଛି। କିନ୍ତୁ ବହୁତ କମ୍‌ ଲୋକଙ୍କୁ ଏହା […]

krasula

krasula

Puspanjali Panda
  • Published: Tuesday, 02 July 2019
  • Updated: 02 July 2019, 11:10 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ବାସ୍ତୁଶାସ୍ତ୍ର ପରି ଚୀନ୍‌ ବାସ୍ତୁଶାସ୍ତ୍ରରେ ମଧ୍ୟ ଫେଙ୍ଗସୁଇର ଅନେକ ମହତ୍ତ୍ୱ ରହିଛି।  ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଏଥିରେ ବିଭିନ୍ନ ଉପାୟ କୁହାଯାଇଛି। ଚୀନ୍‌ ବାସ୍ତୁଶାସ୍ତ୍ରରେ ଫେଙ୍ଗ୍‌ସୁଇକୁ ଅଧିକା ଗୁରୁତ୍ୱ  ଦିଆଯାଇଥାଏ।  ଏହାଦ୍ୱାରା ଘରେ ଧନ ଓ ସମୃଦ୍ଧି ବଢିବ ବୋଲି ବିଶ୍ୱାସ ରହିଛି।

ଘରେ ଟଙ୍କାର ଅଭାବ ଦୂର କରିବା ପାଇଁ ଫେଙ୍ଗ୍‌ସୁଇରେ ମନି ପ୍ଲାଣ୍ଟ ଲଗାଇବା ପାଇଁ କୁହାଯାଇଛି। କିନ୍ତୁ ବହୁତ କମ୍‌ ଲୋକଙ୍କୁ ଏହା ଜଣାଅଛି ଯେ, ମନି ପ୍ଲାଣ୍ଟ୍‌ ମଧ୍ୟରେ ଏକ ଉପକାରୀ ପ୍ଲାଣ୍ଟ୍‌ ହେଉଛି ‘କ୍ରାସୁଲା ପ୍ଲାଣ୍ଟ୍‌’।
ଆସନ୍ତୁ ଜାଣିବା ଫେଙ୍ଗ୍‌ସୁଇର ‘କ୍ରାସୁଲା ପ୍ଲାଣ୍ଟ୍‌’ ଘରେ ରଖିବା ଦ୍ୱାରା କେଉଁ ସବୁ ଲାଭ ହୋଇଥାଏ।

୧. ‘କ୍ରାସୁଲା ଗଛ’କୁ ମନି ପ୍ଲାଣ୍ଟ୍‌ ଭାବରେ ଫେଙ୍ଗ୍‌ସୁଇରେ ‘ମନି ଟ୍ରି’ ବୋଲି କୁହାଯାଇଥାଏ। ଚୀନ୍‌ ବାସ୍ତୁଶାସ୍ତ୍ରରେ ଏହାର ଅନେକ ମହତ୍ତ୍ୱ ରହିଛି।

୨. ଏହି ଗଛ ଦେଖିବାକୁ ଛୋଟ, ସୁନ୍ଦର ଏବଂ ସବୁଜ ରଙ୍ଗର ହୋଇଥାଏ। ଫେଙ୍ଗ୍‌ସୁଇ ଅନୁସାରେ ଏହାକୁ ଘରେ ରଖିଲେ ଏହାର ପ୍ରଭାବ ଖୁବ୍‌ ଶୀଘ୍ର ପଡ଼ିଥାଏ। ଏହା ସହିତ ଏହି ମନିପ୍ଲାଣ୍ଟ୍‌ ବଢ଼ିବା ପାଇଁ ବହୁତ କମ୍‌ ପାଣିର ଆବଶ୍ୟକତା ପଡ଼ିଥାଏ।

୩. ଏହି ଗଛକୁ କୌଣସି ଫୁଲକୁଣ୍ଡ କିମ୍ୱା ମାଟିରେ ଲଗାଇ ଦିଅନ୍ତୁ। ଦେଖିବେ ଏହି ଗଛ ଆପେ ଆପେ ତା’ର ବଂଶବୃଦ୍ଧି କରିବ। ଏହାକୁ ଆପଣ ଖରା କିମ୍ୱା ଛାଇ, ଯେ କୌଣସି ସ୍ଥାନରେ ରଖିପାରିବେ।

୪. ଫେଙ୍ଗ୍‌ସୁଇର ଏହି ମନି ପ୍ଲାଣ୍ଟ୍‌ ବିଷୟରେ ବିଶ୍ୱାସ ରହିଛି ଯେ, ଏହି ଗଛ ଆପଣଙ୍କ ଗୃହରୁ ନକାରାତ୍ମକ ଶକ୍ତିକୁ ବାହାର କରି ସକାରାତ୍ମକ ଶକ୍ତିର ପ୍ରବେଶ କରାଇଥାଏ।

୫. ଏହି ଗଛକୁ ଆପଣ ଘରର ମୁଖ୍ୟ ଦ୍ୱାରର ଡାହାଣ ପାର୍ଶ୍ୱରେ ଲଗାନ୍ତୁ। ଚୀନ୍‌ ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ଘରେ ରଖିଲେ ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story