ମେଷ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଆର୍ଥିକ ସ୍ଥିତି ଭଲ ରହିବ।
ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ନୁହେଁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ରୁଣ ଦେବେନେବା କରନ୍ତୁ ନାହିଁ।
ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଫଳ ଆଣିବ। ପରିବାର ମଧ୍ୟରେ ହସଖୁସିର ମାହୋଲ ରହିବ। ଚାକିରିଆ ପାଇଁ ପଦୋନ୍ନତିର ଯୋଗ ରହିଛି। ଏହାସହ ଚାକିରିରେ ପରିବର୍ତ୍ତନ କରିପାରନ୍ତି।
କର୍କଟ: ଧନପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟରେ ଉନ୍ନତି ଘଟିବ। ଚାକିରିରେ ପରିବର୍ତ୍ତନ ହୋଇପାରେ ।
ସିଂହ: ବିବାହ କ୍ଷେତ୍ରରେ ବାଧା ଉପୁଜିପାରେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
କନ୍ୟା: ଆଇନକାନୁନରେ ସଫଳତା ପାଇବେ। ପାରିବାରିକ ବିବାଦରୁ ନିଜକୁ ଦୂରେଇ ରଖନ୍ତୁ। ଘରକୁ ଅତିଥି ଆସିପାରନ୍ତି।
ତୁଳା: ଆଜିର ଦିନଟି ଭଲ ନୁହେଁ। ପାରିବାରିକ ସମସ୍ୟା ଲାଗି ରହିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ବିଚ୍ଛା: ଆଜିର ଦିନଟି ଭଲରେ କଟିବ। ଜମି କିଣାର ଯୋଗ ରହିଛି। ଲାଗି ରହିଥିବା ବଡ ସମସ୍ୟାର ସମାଧାନ ହୋଇଯିବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।
ଧନୁ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବନ୍ଧୁ ପ୍ରିୟଜନଙ୍କ ସହ ଭେଟ ହୋଇପାରେ। ଖାଇବା ପିଇବା ଉପରେ ଧ୍ୟାନ ଦିଅନ୍ତୁ।
ମକର: ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ।
କୁମ୍ଭ: ଚାକିରିରେ ଉନ୍ନତି ଘଟିବ। ନୂଆ ଜମି କିଣିପାରନ୍ତି। ଲାଗି ରହିଥିବା ପାରିବାରିକ ସମସ୍ୟାର ଅନ୍ତ ଘଟିବ।
ମୀନ: ଅର୍ଥପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟରେ ଉନ୍ନତି ଘଟିବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।