୧୧ ନଭେମ୍ୱର, ସୋମବାର: ପରିଶ୍ରମ ଅନୁସାରେ ସଫଳତା ପାଇବେ

ମେଷ:  ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ମାନ-ସମ୍ମାନ ମିଳିବ। ବୃଷ: ଦିନଟି ଖୁସିରେ କଟିବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ମିଥୁନ: ମନ ଖୁସି ରଖିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। କର୍କଟ: ଭାଗ୍ୟ ବୃଦ୍ଧି ହେବ। ଧନପ୍ରାପ୍ତି ଯୋଗ ରହିଛି। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। ସିଂହ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ। ନକାରାତ୍ମକ ଚିନ୍ତାଠାରୁ […]

astro-ok-new-4

Jyoshna Pradhan
  • Published: Monday, 11 November 2019
  • , Updated: 11 November 2019, 07:22 AM IST

ମେଷ:  ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ମାନ-ସମ୍ମାନ ମିଳିବ।

ବୃଷ: ଦିନଟି ଖୁସିରେ କଟିବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ।

ମିଥୁନ: ମନ ଖୁସି ରଖିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।

କର୍କଟ: ଭାଗ୍ୟ ବୃଦ୍ଧି ହେବ। ଧନପ୍ରାପ୍ତି ଯୋଗ ରହିଛି। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି।

ସିଂହ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ନୂତନ ବସ୍ତ୍ର କିଣି ପାରନ୍ତି। ବନ୍ଧୁଙ୍କ ସହ ଯାତ୍ରା କରିପାରନ୍ତି।

ତୁଳା: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଖର୍ଚ୍ଚ ବଢ଼ିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଚ୍ଛା:  ପିଲାଙ୍କ ଭବିଷ୍ୟକୁ ନେଇ ଚିନ୍ତିତ ରହିବେ।  ପରିଶ୍ରମ ଅନୁସାରେ ସଫଳତା ପାଇବେ। ଋଣ ଦିଅନ୍ତୁ ନାହିଁ।

ଧନୁ:  ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଛାତିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।

ମକର: ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ବନ୍ଧଙ୍କୁ ସହ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି।

କୁମ୍ଭ: ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଘରକୁ ଅତିଥି ଆସିପାରନ୍ତି। ନୂତନ ଯାନବାହନ କିଣିପାରନ୍ତି।

 ମୀନ: ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରେରଣା ମିଳିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ପରିବାରରେ ହସଖୁସିର ପରିବେଶ ରହିବ।

Related story