ବିବାହରେ ବାଧା ଉପୁଜୁଛି କି ? ହୋଇପାରେ ଏହି ସବୁ କାରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭଲ ଜୀବନସାଥୀଟିଏ ପାଇବା ପ୍ରତ୍ୟେକ ପୁଅ ଓ ଝିଅର ଇଚ୍ଛା ଥାଏ। ଯାହାକୁ ନେଇ ସେମାନେ ଭବିଷ୍ୟତରେ ଏକ ସୁନ୍ଦର ସଂସାର ଗଢ଼ିବା ପାଇଁ ଆଶା କରିଥାନ୍ତି। କିନ୍ତୁ ଯଦି ଇଚ୍ଛା ଅନୁସାରେ ପସନ୍ଦ ଝିଅ କିମ୍ୱା ପୁଅ ନ ମିଳେ, ତେବେ ବୈବାହିକ ଜୀବନ ଅଶାନ୍ତିରେ କଟିଥାଏ। ତେବେ ଏସବୁ ବାସ୍ତୁ ଦୋଷ କାରଣରୁ ହୋଇଥାଏ। ଆପଣଙ୍କ ଘରେ ଏପରି କିଛି ଜିନିଷ ରହିଛି, ଯାହା ଆପଣଙ୍କ ଘରର ବାସ୍ତୁ ଦୋଷର କରାଣ ହେବା […]

vastu-1

vastu-1

Tapas Behera
  • Published: Sunday, 23 December 2018
  • Updated: 23 December 2018, 12:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭଲ ଜୀବନସାଥୀଟିଏ ପାଇବା ପ୍ରତ୍ୟେକ ପୁଅ ଓ ଝିଅର ଇଚ୍ଛା ଥାଏ। ଯାହାକୁ ନେଇ ସେମାନେ ଭବିଷ୍ୟତରେ ଏକ ସୁନ୍ଦର ସଂସାର ଗଢ଼ିବା ପାଇଁ ଆଶା କରିଥାନ୍ତି। କିନ୍ତୁ ଯଦି ଇଚ୍ଛା ଅନୁସାରେ ପସନ୍ଦ ଝିଅ କିମ୍ୱା ପୁଅ ନ ମିଳେ, ତେବେ ବୈବାହିକ ଜୀବନ ଅଶାନ୍ତିରେ କଟିଥାଏ। ତେବେ ଏସବୁ ବାସ୍ତୁ ଦୋଷ କାରଣରୁ ହୋଇଥାଏ। ଆପଣଙ୍କ ଘରେ ଏପରି କିଛି ଜିନିଷ ରହିଛି, ଯାହା ଆପଣଙ୍କ ଘରର ବାସ୍ତୁ ଦୋଷର କରାଣ ହେବା ସହିତ ଭବିଷ୍ୟତକୁ ଅନ୍ଧାର କରିଥାଏ। ଯଦି ସେ ସବୁକୁ ଆପଣ ଠିକ୍‌ କରିପାରିବେ, ତେବେ ଆପଣଙ୍କ ଜୀବନରୁ ସମସ୍ତ ସମସ୍ୟା ଦୂରେଇ ଯିବ। ତେବେ ଆସନ୍ତୁ ଜାଣିବା ଏଥିପ୍ରତି କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍‌।

୧-ଯଦି କୌଣସି ରାସ୍ତା ଆପଣଙ୍କ ଘର ପାଖ ଲାଗି ଯାଇଥାଏ ତେବେ ଏହାକୁ ଅଶୁଭ ଧରାଯାଇଥାଏ ।

୨-ଯଦି କେହି ବିବାହ ପାଇଁ ଦେଖିବାକୁ ଆସିଥାନ୍ତି ତେବେ ଏପରି ବସନ୍ତୁ ଯେପରି ଆପଣଙ୍କ ମୁହଁ ଉତ୍ତର ଦିଗକୁ ରହୁଥିବ ।

୩-ବିବାହ ଯୋଗ୍ୟ ଯୁବକ-ଯୁବତୀଙ୍କ ରୁମ୍‌ର କାନ୍ଥରେ ସୁନ୍ଦର ଚିତ୍ର ଲଗାନ୍ତୁ । ହେଲେ ଧ୍ୟାନ ରଖନ୍ତୁ ଯେ କାନ୍ଦୁଥିବା ଶିଶୁ ଏବଂ ଅସ୍ତ ହେଉଥିବା ସୂର୍ଯ୍ୟର ଚିତ୍ର କେବେହେଲେ ବି ଲଗାନ୍ତୁନାହିଁ ।

୪-ଯଦି ଆପଣ ପ୍ରେମ ବିବାହ କରିବାକୁ ସ୍ଥିର କରିଛନ୍ତି, ରାତିରେ ଖରାପ ସ୍ୱପ୍ନ ଏବଂ ବିଚାର ଆସୁଥାଏ ତେବେ ଶୋଇବାବେଳେ ତକିଆ ତଳେ ଛୁରୀ ଅଥବା କଇଁଚି ରଖନ୍ତୁ ।

୫-ଘରର ମୁଖ୍ୟ ଦ୍ୱାରରେ ଦର୍ପଣ ଲଗାନ୍ତୁନାହିଁ । ଏହାଦ୍ୱାରା ବୈବାହିକ ଜୀବନରେ ଭଲ ଜୀବନ ସାଥୀଟିଏ ମିଳିବା ପୂର୍ବରୁ ହିଁ ଫେରିଯାଇଥାନ୍ତି ।

୬-ବିବାହ ସମୟରେ ଅତିଥିମାନଙ୍କର ରହିବା ସ୍ଥାନ ସବୁବେଳେ ପଶ୍ଚିମ ଦିଗରେ ହେବା ଉଚିତ୍ ।

୭-ଯଦି ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ କିଛି ଖୁଣ୍ଟ, ବୃକ୍ଷ ଓ ନାଳ ରହିଥାଏ ତେବେ ଏହା ଆପଣଙ୍କ କାର୍ଯ୍ୟରେ ବାଧା ଉପୁଜାଇପାରେ । ତେଣୁ ଏମିତି ସ୍ଥାନରୁ ଦୂରେଇ ରୁହନ୍ତୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story