ରାତିରେ ଭଲ ନିଦ ହେଉନି କି? ଘରେ ଥାଇପାରେ ବାସ୍ତୁ ଦୋଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଦିନ ସାରା ଖଟଣି ପରେ ରାତିରେ ଭଲ ନିଦ ନ ହେଲେ ଲୋକଙ୍କ ମଧ୍ୟରେ ଚିଡ଼ଚିଡ଼ାପଣ ଦେଖାଦେଇଥାଏ।  ଏହା ପଛରେ ମାନସିକ କିମ୍ୱା ଶାରୀରିକ ସମସ୍ୟା ଥାଇପାରେ ବୋଲି ସମସ୍ତେ ଭାବିଥାନ୍ତି। କିନ୍ତୁ ଘରେ ଯଦି ବାସ୍ତୁ ସମସ୍ୟା ରହିଥାଏ, ତେବେ ମଧ୍ୟ ନିଦ ଭଲ ହୋଇନଥାଏ। ଆସନ୍ତୁ ଜାଣିବା କିଛି ବାସ୍ତୁ ଉପାୟ, ଯାହାକୁ ଅନୁସରଣ କଲେ ଆପଣଙ୍କୁ ଭଲ ନିଦ ହୋଇପାରିବ। ୧. ବେଡରୁମ୍‌ ଛାତ ଉପରେ ପାଣି ସହିତ […]

ssss

ssss

Puspanjali Panda
  • Published: Monday, 09 September 2019
  • Updated: 09 September 2019, 02:06 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଦିନ ସାରା ଖଟଣି ପରେ ରାତିରେ ଭଲ ନିଦ ନ ହେଲେ ଲୋକଙ୍କ ମଧ୍ୟରେ ଚିଡ଼ଚିଡ଼ାପଣ ଦେଖାଦେଇଥାଏ।  ଏହା ପଛରେ ମାନସିକ କିମ୍ୱା ଶାରୀରିକ ସମସ୍ୟା ଥାଇପାରେ ବୋଲି ସମସ୍ତେ ଭାବିଥାନ୍ତି। କିନ୍ତୁ ଘରେ ଯଦି ବାସ୍ତୁ ସମସ୍ୟା ରହିଥାଏ, ତେବେ ମଧ୍ୟ ନିଦ ଭଲ ହୋଇନଥାଏ। ଆସନ୍ତୁ ଜାଣିବା କିଛି ବାସ୍ତୁ ଉପାୟ, ଯାହାକୁ ଅନୁସରଣ କଲେ ଆପଣଙ୍କୁ ଭଲ ନିଦ ହୋଇପାରିବ।

୧. ବେଡରୁମ୍‌ ଛାତ ଉପରେ ପାଣି ସହିତ ଜଡ଼ିତ କୌଣସି ସ୍ରୋତ ରଖନ୍ତୁ ନାହିଁ। ଏହାଦ୍ୱାରା ଜୀବନରେ ଅସ୍ଥିରତା ଓ ନିରାଶା ଦେଖା ଦେଇଥାଏ।

୨. ବେଡରୁମ୍‌ରେ ଟିଭି ଓ କମ୍ପ୍ୟୁଟର ରଖନ୍ତୁ ନାହିଁ। ବାସ୍ତୁରେ ଏହାକୁ ଭୁଲ୍‌ ବୋଲି କୁହାଯାଇଛି। ଏହାବ୍ୟତୀତ ଟିଭି ଓ କମ୍ପ୍ୟୁଟରରୁ ଅଧିକ ରାଡିଏସନ୍‌ ବାହାରୁ ଥିବାରୁ ଆପଣଙ୍କ ନିଦ ପ୍ରଭାବିତ ହୋଇଥାଏ।

୩. ସେହିପରି ଯଦି ଆପଣଙ୍କ ରୁମ୍‌ ଭୁଲ୍‌ ଦିଗରେ ରହିଛି, ତେବେ ଆପଣଙ୍କୁ ଠିକ୍‌ ନିଦ ହୋଇନଥାଏ।

୪. ଘରର ପୂର୍ବ କିମ୍ୱା ଦକ୍ଷିଣ ଦିଗରେ ହିଁ ବେଡ୍‌ରୁମ୍‌ କରନ୍ତୁ। ଏହି ଦିଗରେ ବେଡରୁମ୍‌ ରହିଲେ ନିଦ ଭଲ ହୋଇଥାଏ।

୫. ଶୋଇବା ସମୟରେ ମୁଣ୍ଡ ପଛ ପଟେ ଝରକା ଖୋଲା କରି ଶୁଅନ୍ତୁ ନାହିଁ। ଏହାଦ୍ୱାରା ଖରାପ ସ୍ୱପ୍ନ ଆସିଥାଏ।

୬. ବେଡରୁମ୍‌ର କବାଟ ସାମ୍ୱାରେ ଖଟ ରଖନ୍ତୁ ନାହିଁ। ଏପରି କଲେ ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ।

୭. ସେହିପରି ଶୋଇବା ଘରେ ଝରଣା, ପର୍ବତ ଓ ପାଣିର ଫଟୋ ଲଗାନ୍ତୁ ନାହିଁ। ଏସବୁ ଚିତ୍ର ଆପଣଙ୍କ ନିଦ୍ରାକୁ ପ୍ରଭାବିତ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story