୩ୟ ମହଲା ମନ୍ତବ୍ୟ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ-ଓଡ଼ିଶାରେ ଏକ ସାମ୍ବିଧାନିକ ସଂକଟ ଦେଖାଦେବା ଆରମ୍ଭ ହେଲାଣି, ଗତ କିଛି ଦିନ ଧରି ମୁଖ୍ୟ ସଚିବ କେବଳ ନାଁକୁ ମାତ୍ର ଅଛନ୍ତି, ଡିଜିଙ୍କ ସାମ୍ନାରେ କିଛି ପ୍ରସଙ୍ଗ ରଖିଲେ ଅସହାୟତା ପ୍ରକାଶ କରୁଛନ୍ତି

starhouse

Rakesh Mallick
  • Published: Thursday, 11 January 2018
  • , Updated: 11 January 2018, 06:50 PM IST

Related story