ବାରିପଦା: ଏନ୍ଏଚ୍-୧୮ ବାଙ୍ଗିରିପୋଷି ବୁଢ଼ାମରା ନିକଟରେ ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କା; ୧୬ ଜଣ ଆହତ, ସମସ୍ତ ଶ୍ରମିକ, ଏକ ଡାଲା ଅଟୋରେ ରାସ୍ତା କାମ ସାରି ଫେରୁଥିଲେ