ସୁନ୍ଦରଗଡ଼: ବାଲିଶଙ୍କର ବ୍ଲକ ଅଫିସ୍ ନିକଟ ଏକ ପୋଲ ଉପରେ ବାଇକ୍-ଟ୍ରକ୍ ମୁହାଁମୁହିଁ ଧକ୍କା; ଭାଇଭଉଣୀ ମୃତ, ବସ୍‌କୁ ଓଭରଟେକ୍ ବେଳେ ସାମ୍ନା ପଟୁ ଆସୁଥିବା ଟ୍ରକ ସହ ଧକ୍କା, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ, ପୋଲ ସଂପ୍ରସାରଣ ଦାବି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।