ବରଗଡ଼: ପଦ୍ମପୁର ଘେଁସ ନିକଟ ବ୍ରିଜ୍‌ରେ ପିଟି ହେଲା ପିକ୍‌ଅପ୍ ଭ୍ୟାନ୍; ଜଣେ ମୃତ, ୪ ଶିଶୁ ସମେତ ୧୬ଗୁରୁତର, ଏମାନେ ନୂଆପଡ଼ା ଜିଲ୍ଲା ବାବୁପାଲି ଅଞ୍ଚଳର, କେନ୍ଦୁପତ୍ର ତୋଳିବାକୁ ଦେବଗଡ଼ ଯାଉଥିଲେ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।