ରାଉରକେଲା: ୩ ଡକାୟତଙ୍କ ସମେତ ୫ ଜଣଙ୍କୁ ଗିରଫ କଲା ପୋଲିସ; ୩ ଲକ୍ଷ ଟଙ୍କା, ଅଧ କିଲୋ ଗହଣା ଜବତ, ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରୁ ଜଣେ ଡାକ୍ତରଙ୍କ ଘରୁ ଲୁଟ୍ କରିଥିଲେ, ଚୋରି ସୁନା କିଣିବା ଅଭିଯୋଗରେ ୨ ସୁନା ଦୋକାନୀ ବି ଗିରଫ