ବିଧାନସଭାରେ କଂଗ୍ରେସର ମୁଲତବି ନୋଟିସ୍ ଉପରେ ଆଲୋଚନା ସମ୍ଭାବନା: ଶୀର୍ଷକ ରହିଛି- ‘ଅଧ୍ୟାପକ ଅଭାବରୁ ରାଜ୍ୟରେ ବିପର୍ଯ୍ୟସ୍ତ ଉଚ୍ଚ ଶିକ୍ଷା’; ଗତ ଶୁକ୍ରବାର ନୋଟିସ୍‌କୁ ଗ୍ରହଣ କରିଥିଲେ ବାଚସ୍ପତି