ବଲାଙ୍ଗିର: ବେଲପଡ଼ା ବ୍ଲକ କୁଡୁକାମାଲ ଜଙ୍ଗଲରେ ପୋଲିସ୍ ଏନ୍‌କାଉଣ୍ଟରରେ ୨ ମାଓବାଦୀ ମୃତ; ପୋଲିସର ସର୍ଚ୍ଚ ଅପରେସନ୍ ବେଳେ ଗୁଳି ବିନିମୟ ହୋଇଥିଲା, ମୃତକଙ୍କ ମଧ୍ୟରେ ଜଣେ କ୍ୟାଡର ମାଓବାଦୀ ଥିବା ସୂଚନା

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।