ବାଲେଶ୍ୱର: ସଦର ଥାନା ଅନ୍ତର୍ଗତ କଳମା ଓ ବାଙ୍କତିରା ଗାଁ ମଧ୍ୟରେ ସଂଘର୍ଷ; ଜଣେ ଆହତ, ଗଣ୍ଡଗୋଳ ସମାଧାନ ପାଇଁ ଯାଇଥିବା ପୋଲିସ ଏସ୍‌ଆଇଙ୍କୁ ପିଟିଲେ ଲୋକେ