ବରଗଡ଼: ଭଟଲି ଡବଲିଙ୍ଗ ଛକରେ ଏକ ପିଲାରକୁ ଧକ୍କା ଦେଲା କାର୍‌; ଜଣେ ମୃତ, ୭ ଗୁରୁତର; ମୃତାହତ ସମସ୍ତ ପର୍ଯ୍ୟଟକ ଛତିଶଗଡ଼ ରାୟଗଡ଼ ଅମ୍ରିପାଲିର, ପୁରୀରୁ ତୀର୍ଥ ସାରି ଘରକୁ ଫେରୁଥିଲେ