ବରଗଡ଼: ଡାଙ୍ଗ ଗାଁରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର; ମୃତକ ସେହି ଗ୍ରାମର କାହ୍ନୁ ମେହେର,ଥାନାରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ