ବରଗଡ଼: ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆନ୍ଦୋଳନ ବେଳେ ବିଷ ପିଇଲେ ଚାଷୀ; ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି, ଉକ୍ତ ଚାଷୀ ବନଓ୍ୱାର ଗାଁର ଅକୁର ବିଶି ସୂଚନା