ବାରିପଦା: ପାରିବାରିକ କଳହକୁ କେନ୍ଦ୍ର କରି ୧୦ ବର୍ଷର ଝିଅକୁ ନିର୍ମମ ଭାବେ ହତ୍ୟା କଲା ବାପା; କବାଟତାଟି ଦେଇ ବନ୍ଦ ଘରେ ଝିଅକୁ ମାଡ଼ ମାରିବା ପରେ ବେକ କାଟିଲା, ସଦର ଥାନା ଗୋବର୍ଦ୍ଧନଷୋଳ ଗାଁର ଘଟଣା, ବାପା ଗିରଫ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।